Browsing Tag

raurkela news

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି କେନ୍ଦ୍ରାପଡାର ରାଜକନିକା ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ସହ ବର୍ଷାର ଆଗମନ ହେବାରୁ ଏହି ବୃକ୍ଷରୋପଣ
Read More...

ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ ବେଳେ ବହୁ ଅନିୟମିତତା ଅଭିଯୋଗ ସାମ୍ନାକୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ କରିବାକୁ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯାଇଥିଲେ । ସେ ଛାତ୍ରାବାସ ବୁଲି ଦେଖିବା ସହିତ, ପ୍ରଶିକ୍ଷଣ ନେଉଥିବା ବେଳେ ସେ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଖେଳ ପ୍ରତି ଥିବା ଆଗ୍ରହ
Read More...

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ରାଉରକେଲାରେ ନାଗରିକ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବା ବଣାଇର ଜନପ୍ରିୟ ସି. ପି. ଆଇ. ଏମ୍ ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆଜି ରାଉରକେଲା ଠାରେ ସି. ଆଇ. ଟି. ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି
Read More...

ଜଗନ୍ନାଥ ସଂସ୍କୃତି ଜଗତର ଶ୍ରେଷ୍ଠ ସଂସ୍କୃତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ଗଠିତ ରାଉରକେଲା ସାହିତ୍ୟ ସଂସଦ ତା'ର ମୂଳମନ୍ତ୍ର ସାହିତ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ଆଧାର କରି ଆଜି ରିଜର୍ପ କଲୋନୀସ୍ଥିତ ସରକାରୀ ପୋଲିସି ହାଇସ୍କୁଲରେ ପିଲାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର
Read More...

ନକଲି ସାର୍ଟିଫିକେଟ୍‌ ଦେଇ କାମ କରୁଥିବା ନକଲି ଡ଼ାକ୍ତର ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ । ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆର୍‌ଜିଏଚ୍‌ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ
Read More...

ମଡେଲ୍‌ ହସ୍ପିଟାଲରେ ରୋଗୀ ସେବା ଅବ୍ୟବସ୍ଥା : ହିନ୍ଦ୍‌ ମଜଦୁର ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଓଡିଶାରେ ଏକମାତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲ୍‌ରେ ଗତ ବର୍ଷ ୨୦୨୩ ମସିହା ମେ' ମାସରେ ଏକ୍ସରେ
Read More...

ଇଲୁମିନାଟି ଇଣ୍ଡିଆ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମଶାରୀ ଏବଂ ଜରୁରୀ ଆସବାବପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଇଲୁମିନାଟି ଇଣ୍ଡିଆ ତରଫରୁ ସେକ୍ଟର ୧୬ଠାରେ ଥିବା ଶ୍ରଦ୍ଧା ଅନୁଷ୍ଠାନରେ ମଶାରୀ ଏବଂ ବିଭିନ୍ନ ଜରୁରୀ ଥିବା ସାମଗ୍ରୀଗୁଡ଼ିକ ବଣ୍ଟନ କରାଯାଇଛି । ଏହାସହିତ ଶ୍ରଦ୍ଧା ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହିତ ସମୟ ଅତିବାହିତ କରିବା ସହ
Read More...

ଏକତା ଫାଉଣ୍ଡେସନ୍‌ର ତୃତୀୟ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବସୁମତୀ ମହାନ୍ତିଙ୍କର ଆବାହକତ୍ୱରେ ଜଗଦାର ମାନବ ସେବା ପ୍ରତିଷ୍ଠାନ ଠାରେ ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନବସେବା ପତିଷ୍ଠାନର ପ୍ରତିଷ୍ଠାତା ଶଶିକାନ୍ତ ଆଚର୍ଯ୍ୟ, ଶିଳ୍ପପତି ଅନାଦି ନାଥ, ବାଲା
Read More...

ନିଶା କବଳରେ ଯୁବ ପିଢ଼ି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନେସନାଲ୍‌ ଡ୍ରକ୍ସ ଦିବସ ଉପଲକ୍ଷେ ରାଉରକେଲାର ଏସ୍‌ଟିଆଇ ସ୍ଥିତ ସରକାରୀ ବିଦ୍ୟାଳୟ ଠାରୁ ଏକ ଜଣସଚେତନ ରାଲି ଅବକାରୀ ବିଭାଗ ନେତୃତ୍ୱରେ ବାହାରି ସହରର ମେନ୍‌ ରୋଡ଼୍‌ ଦେଇ ଉଦିତ ନଗର ହାଇ ସ୍କୁଲ ପଡିଆରେ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ରେ ନିର୍ବାଚନକୁ ଆଖିଆଗରେ ରଖି ୨୦୧୩ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବର୍ଷରୁ ଦାବୀ ହୋଉଥିବା କୋଏଲ ବାରେଜ ନିର୍ମାଣ ପାଇଁ ଫଳକ ଲଗାଇ ଥିଲେ । କାମହେବାତ ଦୂରର କଥା ଏହାର ଫଳକ କୁଆଡେ଼ ଉଭେଇ ଗଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Read More...