ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍ ଲାଇନ୍ଚ୍ୟୁତ : ୨ ମୃତ, ୨୦ ଆହତ
ରାଉରକେଲା : ଆଜି ସକାଳେ ଝାରଖଣ୍ଡରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍ର ପ୍ରାୟ ୧୮ଟି କୋଚ୍ ଲାଇନ୍ଚ୍ୟୁତ୍ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହିତ ୨୦ ଜଣ ଆହତ ହୋଇଛନ୍ତି । ହାୱାଡ଼ା-ସିଏସ୍ଏମ୍ଟି ଏକ୍ସପ୍ରେସ ଭୋର୍ ୩.୪୫ ସମୟରେ ଜାମସେଦପୁର ଠାରୁ ୮୦!-->…
Read More...
Read More...