Browsing Tag

raurkela news

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକର ସ୍ୱର ଉତ୍ତୋଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲା ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସହ ମହିଳା ଶିଶୁ ମାନଙ୍କ ପ୍ରତି ବ୍ୟଭିଚାର, ଦୁଷ୍କର୍ମ ଆଦି ବଢି ଚାଲିଛି । ସମ୍ପ୍ରତି ଏଭଳି ଅବସ୍ଥା ହୋଇଛି ଯେ, ମହିଳାମାନେ ଏକୁଟିଆ କୌଣସି ସ୍ଥାନକୁ ଯିବାକୁ ସୁରକ୍ଷିତ
Read More...

ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଉରକେଲା ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ସେକ୍ଟର-୫ ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମିଳନୀର
Read More...

ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲ ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା, ତଥା ଅନ୍ତୋଦୟ ଓ ଏକାତ୍ମ ମାନବ ବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ
Read More...

ରୋଟାରୀ କ୍ଲବ ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନର ଅଧ୍ୟକ୍ଷ ପିଡିଜି ରୋଟାରୀୟାନ୍‌ ଫକୀର ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।
Read More...

ବିଧାୟକଙ୍କ ୧୦୦ ଦିନର ରିପୋର୍ଟ କାର୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦୁର୍ଗାଚରଣ ତନ୍ତୀ ନିର୍ବାଚିତ ହେବା ପରେ ୧୦୦ଦିନ ମଧ୍ୟରେ ସେ ନେଇଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟ ସମ୍ପର୍କରେ ଏକ ରିପୋର୍ଟ ସାମ୍ବାଦିକଙ୍କୁ ପ୍ରଦାନ କରିଛନ୍ତି । ସେକ୍ଟର-୨ ସ୍ଥିତ ସାହାନାଇ
Read More...

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଆନୁକୂଲ୍ୟରେ ‘ନୂଆଁଖାଇ ଭେଟ୍‌ଘାଟ୍‌’ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା, ସଂସ୍କୃତି, ଶିଳ୍ପ ଓ କ୍ରୀଡାର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ଉତ୍ସବମୁଖର ପରିବେଶରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ
Read More...

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣେ କଳା, ସଂଗୀତ ପ୍ରତି ସମର୍ପିତ ଅକ୍ତୋପେଡ ବାଦ୍ୟଯନ୍ତ୍ରର ଶିଳ୍ପୀ ନୀଳକଣ୍ଠ ପଲେଇ ଓରଫ ନୀଲୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ମ୍ୟୁଜିକ ସେଲିବ୍ରେସନ ଗ୍ରୁପର ମୁଖ୍ୟ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଅଖିଳ ଭାରତୀୟ ମାଲୟାଲୀ ସଂଘ : ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ଆର୍‌ ଅମ୍ବୁଯାକ୍ଷ ନାୟାରଙ୍କ
Read More...

୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା ହୋଇଛି । ବିଜେପି ନେତ୍ରୀ ତଥା ସମାଜସେବୀ ପ୍ରମିଳା ଦାସ ଏବଂ ସମାଜସେବୀ ରିତା ସିଂହ ଏ ସମ୍ପର୍କରେ ନାବାଳିକାଙ୍କ ସମ୍ପର୍କୀୟଙ୍କ ସହିତ ଥାନାରେ ପହଞ୍ଚି ଘଟଣା
Read More...

‘ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ’ ଉପରେ ସର୍ବଭାରତୀୟ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ଲୋକାଲ ସେଣ୍ଟର ଦ୍ୱାରା ଏନ୍ଆଇଟି କ୍ୟାମ୍ପସ ସ୍ଥିତ ଏ. ଏନ୍. ପଟେଲ ମେମୋରିୟାଲ ସେମିନାର ହଲ୍ ଠାରେ ଦିନିକିଆ ସର୍ବଭାରତୀୟ ଆଲୋଚନାଚକ୍ର ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ ବିଷୟରେ
Read More...