Browsing Tag

raurkela news

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ପୂରାତନ ଛାତ୍ରଙ୍କ ଦ୍ୱାରା ଟିଆଇଏଫ୍‌ଆର୍‌ ସମ୍ପର୍କରେ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ପୂରାତନ ଛାତ୍ରଙ୍କ ସହିତ ଭାବ ବିନିମୟ ଆଧାରକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଜନ୍ମେଜୟ ପଣ୍ଡା ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ହରିହର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ମହାସଭାର ବିଭିନ୍ନ
Read More...

ହାପି ମୋମେଣ୍ଟର ୧୨୦ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟ ଇଣ୍ଡିଆ ନିଆରା ଢଙ୍ଗରେ ବାସନ୍ତୀ ସରୋବରରେ ୧୨୦ତମ ହାପି ବାର୍ଥଡେ ପର୍ବ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଟ୍ରଷ୍ଟି ଦିବାକର ଦାସଙ୍କ
Read More...

କୃଷି ପ୍ରଯୁକ୍ତିର ଆଗୁଆ ବିକାଶ ଏବଂ ତାହାର ବର୍ତ୍ତମାନ ସମୟର ଆବଶ୍ୟକତା ଓ ଇଲେକ୍ଟ୍ରିକ ଆସିଷ୍ଟାଣ୍ଟ ୱରେବଲ ପ୍ରଯୁକ୍ତି…

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା ଏକ ଦିବସୀୟ ସମସ୍ତ ଭାରତ ମାନ୍ୟ ସେମିନାର "କୃଷି ପ୍ରଯୁକ୍ତିର ଆଗୁଆ ବିକାଶ ଏବଂ ତାହାର ବର୍ତ୍ତମାନ ସମୟର ଆବଶ୍ୟକତା" ଓ ଇଲେକ୍ଟ୍ରିକ୍‌ ଆସିଷ୍ଟାଣ୍ଟ ୱରେବଲ
Read More...

ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍‌ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଓଡିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛି । ଏଥିସହ କେନ୍ଦ୍ରଶ୍ରମ ଓ ରୋଜଗାର
Read More...

ଇସ୍ପାତ୍ ସାହିତ୍ୟ ସଂସଦ ପକ୍ଷରୁ ପ୍ରବନ୍ଧ ସାହିତ୍ୟ ଆଲୋଚନା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରବନ୍ଧ ଆସର ପାଳନ ଅବସରରେ ପ୍ରବନ୍ଧ ଭିତ୍ତିକ ଆଲୋଚନା ସଭା, ପ୍ରବନ୍ଧପାଠ ତଥା କବିତା ପାଠ କାର୍ଯ୍ୟକ୍ରମ ସେକ୍ଟର - ୭ ସ୍ଥିତ ସଂସଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି
Read More...

ପୁସ୍ତକ ନାସ୍ତିକ ବିଶ୍ୱର ଲୋକାର୍ପଣ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ ଆନୁକୂଲ୍ୟରେ ସମାଜସେବୀ ଡଃ. ଶଶିକାନ୍ତ ଆଚାର୍ଯ୍ୟ ଓ ଗଗନବିହାରୀ ଧଳଙ୍କ ଦ୍ୱାରା ଅନୁଦିତ ପୁସ୍ତକ 'ନାସ୍ତିକ ବିଶ୍ୱ'ର ଲୋକାର୍ପଣ ଓ ପ୍ରଗତିଶୀଳ କବିତା ପାଠୋତ୍ସବ କଲଚରାଲ ଏକାଡେମୀ ସ୍ଥିତ ସଭା ଗୃହରେ
Read More...

ଅକ୍ଷୟ ଏକ ଅମ୍ଲାନ ସ୍ମୃତି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରର ସାମାଜିକ ଅନୁଷ୍ଠାନ ସେୟାରର ସାଙ୍ଗାତିକ ଶାଖା 'ସୁର ତରଙ୍ଗ' ଆନୁକୂଲ୍ୟରେ ଅକ୍ଷୟ ମହାନ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ 'ଅକ୍ଷୟ ଏକ ଅମ୍ଲାନ ସ୍ମୃତି' କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକଙ୍କ
Read More...

କେନ୍ଦ୍ର ଆଦିବାସୀ ବିଭାଗ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ପୂର୍ବତନ ରେଳବାଇ ଅଧୀନରେ ରାଉରକେଲା ଠାରେ ଏକ ନୂତନ ରେଳବାଇ ଡିଭିଜନ ଖୋଲିବା ପାଇଁ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଦୃଢ ଦାବି କରିଥିବାରୁ ରାଉରକେଲା ବିକାଶ ମଞ୍ଚର ଆବାହକ ଡକ୍ଟର
Read More...

ଜୁଏଲ୍‌ଙ୍କ ଦାବିକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଉରକେଲାରେ ରେଳ ଡିଭିଜନ ଦାବିକୁ ଜଣାଇ ଦେଇଥିବା ଚିଠିକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଗତ କରାଯାଇଛି । ଏସମ୍ପର୍କରେ ମଞ୍ଚର ସଭାପତି ଇଂ ବିମଳ କୁମାର
Read More...