Browsing Tag

raurakela news

ରାଉରକେଲା ମିନିଟ୍ରକ ମାଲିକ ମହାସଂଘର ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିନିଟ୍ରକ ମାଲିକ ମହାସଂଘ ତରଫରୁ ନୂଆବର୍ଷ ଓ ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୈନ୍ୟାସୀ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କାଳନ୍ଦୀ ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ଦିଲ୍ଲୀ ପ୍ୟାରେଡ୍‌ରେ ଯୋଗ ଦେବେ ବନ୍ଧମୁଣ୍ଡା ସିଏଏସ୍‌ଟି କଲେଜ ଛାତ୍ରୀ ରିତିକା

ରାଉରକେଲା : ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ଜାତୀୟ ପ୍ୟାରେଡ୍‌ରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ ସ୍ଥାନୀୟ ବନ୍ଧମୁଣ୍ଡା କଲେଜର ଛାତ୍ରୀ ରତିକା । ବନ୍ଧମୁଣ୍ଡାସ୍ଥିତ କଳା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସି.ଏ.ଏସ୍.ଟି)ର ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରୀ
Read More...

ମାନବିକତା ପରିବାର ତରଫରୁ “ଜୀବନ ଧାରା” ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବିକତା ପରିବାର ତରଫରୁ ପ୍ରତ୍ୟେକ ଶନିବାର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠାନିକ ଭାବରେ କରାଯାଇଥାଏ । ଆଜି ଭ୍ରାମ୍ୟମାଣ ଯାନ କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ପଞ୍ଚମ ପର୍ଯ୍ୟାୟ "ଜୀବନ ଧାରା" ରକ୍ତଦାନ ଶିବିର ରାଉରକେଲା ସରକାରୀ
Read More...

ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପରିଷଦର ଉଦ୍‌ଯାପନୀ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ନବବର୍ଷ ସ୍ୱାଗତ କାବ୍ୟ ସନ୍ଧ୍ୟା ଓ କବି ପ୍ରତାପ କୁମାର ପଣ୍ଡାଙ୍କ ‘କଳାବତୀ’…

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘରଠାରେ ସଭାପତି ପ୍ରଶାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ନବବର୍ଷ ୨୦୨୪କୁ ସ୍ୱାଗତ ପରିପ୍ରେକ୍ଷୀରେ ଏକ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ
Read More...

ରାଉରକେଲାରେ ଡାଇରିଆ ଆତଙ୍କ : ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୮ରେ

ରାଉରକେଲା : ରାଉରକେଲାରେ ଡାଇରିଆ ଆତଙ୍କରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେକ୍ଟର ୨୧ ନୟାବଜାରର ସରୋଜିନୀ ଖଣ୍ଡାୟତ (୪୯) । ଗତକାଲି ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ
Read More...

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ ରାଉରକେଲା ତାଲୁକାର ଆସନ୍ତା ୨୮ ଜାନୁୟାରୀ ୨୦୨୪ରେ ବାର୍ଷିକ ସମ୍ମିଳନୀର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆହ୍ୱାନ
Read More...

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ମିଳିତ ସହଯୋଗରେ ଏକ 'ଆର୍ଥିକ ସାକ୍ଷରତା ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ସ୍ଥିତ ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତିଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ସୁଚେତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଉଦ୍‌ଯାପିତ ସନ୍ଧ୍ୟା : ଇଣ୍ଡିଆନ୍‌ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ତରଫରୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଉଦ୍‌ଯାପନୀ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଇଣ୍ଡିଆନ୍‌ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ତରଫରୁ ନାଟକ 'ମୁଁ ବିଶର ମହାନ୍ତି' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଡ.
Read More...