Browsing Tag

raurakela news

ଭଞ୍ଜଭବନ ସ୍ଥିତି ନେଇ ଆଲୋଚନା

ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଐକ୍ୟବଦ୍ଧ ପ୍ରଚେଷ୍ଟା ଜରୁରୀ ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖୁଥିବା ଭଞ୍ଜଭବନର ସ୍ଥିତି ସମ୍ପର୍କରେ ଏକ ଆଲୋଚନାଚକ୍ର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ପାଠାଗାର ଓ
Read More...

ରାଉରକେଲା ୨୯ତମ ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୨ରୁ ୧୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ରାଉରକେଲା ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପୁସ୍ତକ ମେଳାରେ ଓଡ଼ିଶାର ସମସ୍ତ ପୁସ୍ତକ ପ୍ରକାଶନ ଓ ବିକ୍ରେତାମାନଙ୍କୁ ଯୋଗଦେବାକୁ
Read More...

ସୀମାନ୍ତରେ ମାତିଲେ ମାଓବାଦୀ

ରାଉରକେଲା : ସୀମାନ୍ତରେ ମାତିଲେ ମାଓବାଦୀ । ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏମିତି
Read More...

ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ୱୀପ ପ୍ରଜ୍ଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ଶୁଭମନାସୀ ଦ୍ୱୀପ ପ୍ରଜ୍ଜ୍ୱଳନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚ ତରଫରୁ ଉଦିତ ନଗର ସ୍ଥିତ ମା' ସିଂହାସିନୀ
Read More...

ଏକଲ ଅଭିଯାନ ଓଡ଼ିଶା ଖେଳକୁଦ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଲ ଅଭିଯାନ ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ରାଉରକେଲା ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । କୃତିତ୍ୱ ହାସଲ କରିଥିବା ଦୌଡ଼ ପ୍ରତିଯୋଗିତାରେ ୬ଜଣ, ଲମ୍ବ ଡିଆଁ ପ୍ରତିଯୋଗିତାରେ ୨ଜଣ,
Read More...

ହାତୀ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ରାଉରକେଲା : ହାତୀ ପାଇଁ ରାତି ଅନିଦ୍ରା । ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତାହାତୀ ଦୀର୍ଘ ଏକମାସ ଧରି ଉତ୍ପାତ ଚଳାଇଥିବା ସୂଚନା ମିଳିଛି । ଗାଁରେ ପଶି
Read More...

ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଶାଖା ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ମ୍ୟୁଜିକସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଗୀତାଞ୍ଜଳି ପତ୍ରିଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ଵ ଓ ମଞ୍ଜୁଳା ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଲିନ୍‌ ଓ ଗ୍ରୀନ୍‌ ତାର ସାମାଜିକ ଉନ୍ନତି ତଥା ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜରିଆରେ ରାଉରକେଲା ସହରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିଛି । ଏହି କ୍ରମରେ ସପ୍ତାହାନ୍ତ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ଅନୁସାରେ ଆଜି ଏକ ନିଆରା କାର୍ଯ୍ୟ ହାତକୁ
Read More...

ଦୃଷ୍ଟିହୀନ ବିଦ୍ୟାଳୟରେ ବଣଭୋଜି କଲେ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ନୂତନ ବର୍ଷରେ ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଏକ ବଣଭୋଜିର ଆୟୋଜନ ହୋଇଥିଲା । ଉକ୍ତ ସ୍କୁଲରେ ପିଲାମାନଙ୍କୁ କିପରି ଶିକ୍ଷା ଦିଆଯାଉଛି ତାହା ଜାଣି ଅତନ୍ତ୍ୟ ଖୁସି ହୋଇଥିଲେ ଫାଉଣ୍ଡେସନର ସଦସ୍ୟମାନେ ଓ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଇସ୍ପାତ ସରୋବରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ଵ ଓ
Read More...