Browsing Tag

raurakela news

ଯୁବ ହଷ୍ଟେଲ ରାଉରକେଲା ଶାଖାର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଆଇଜିଏଚର ରକ୍ତଦାନ ୟୁନିଟ ଆନୁକୁଲ୍ୟରେ ତଥା ଆଇଏମ୍ଏ ରାଉରକେଲା ଶାଖା ଓ 'ରକ୍ତଧାରା'ର ସକ୍ରୀୟ ସହଯୋଗରେ 'ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ' ଆଇଜିଏଚ୍‌ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସ
Read More...

ସମ୍ବିଧାନ ଓ ଗାନ୍ଧୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ୱୟ : ପଞ୍ଚାନନ କାନୁନଗୋ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ଭାରତୀୟ ସମ୍ବିଧାନ ଓ ଗାନ୍ଧୀଜୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ବୟ ବୋଲି ଅତିଥି ଭାବେ ଯୋଗଦେଇ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ଆମେ ଭାରତୀୟ ପକ୍ଷରୁ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟ ଠାରେ 'ଗାନ୍ଧୀ ଓ ଯୁବ
Read More...

ଆଦର୍ଶ ପାଠାଗାରର ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆସନ୍ତା ୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚଳିତ ମାସ ୯ ତାରିଖ ଦିନ ସଂଧ୍ୟା ୭ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ ସଂପର୍କରେ ସଚେତନତା ସୃଷ୍ଟି କରିବା
Read More...

ଆମ ପୁଲିସ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଲିସର ଏକ ବୈଠକ ସେକ୍ଟର ୧୯ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସବଇନ୍ସପେକ୍ଟର ସୁନିତା ଓରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ଅଧିକାରୀ ତଥା ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ, ସାମ୍ବାଦିକ ତଥା କବି
Read More...

ବାସୁଦେବପୁର ଜନକଲ୍ୟାଣ ସମିତିର ଇରମ ସହିଦ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ସମିତି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଇରମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଡ. ରବିନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଲକ୍ଷ୍ମଣନାଥ ଦାସଙ୍କ
Read More...

ସ୍ମୃତି ସାନ୍ତ୍ୱନାର ପାର୍ବଣ ନୈବେଦ୍ୟ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ତା ଓ ଚେତନାଧର୍ମୀ ସାହିତ୍ୟ ସଂସ୍କୃତି ସମ୍ପନ୍ନ ତୈମାସିକ ମହିଳା ପତ୍ରିକା 'ସ୍ମୃତି ସାନ୍ତ୍ୱନାର'ର ଦଶମ ବାର୍ଷିକୀ ଦ୍ବିତୀୟ ସଂଖ୍ୟା ପାର୍ବଣ ନୈବେଦ୍ୟ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଉନ୍ମୋଚିତ ହୋଇ ଯାଇଛି । ପ୍ରଧ୍ୟାପକ ଭାବେଶ ଚନ୍ଦ୍ର
Read More...

ଇସ୍ପାତ ସାହିତ୍ୟ ସଂସଦର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା
Read More...

ସରସ୍ୱତୀ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସରସ୍ୱତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ବସି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିରେ ସର୍ବସମ୍ମତିକ୍ରମେ
Read More...

ସାମ୍ବାଦିକଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ଓ ଓଡ୍ରାଫ୍ଟ ଟିମ୍‌ର ବରିଷ୍ଠ ସଦସ୍ୟ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗ ଯୋଗୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Read More...

ଇସ୍ପାତ ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା ଏବଂ ବୋନସ୍‌ ସମ୍ବନ୍ଧରେ ବିଏମ୍‌ଏସ୍‌ର ବିଚାର ମନ୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଇସ୍ପାତ ମଜଦୁର ମହାସଂଘ (ବିଏମ୍‌ଏସ୍‌)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ରିପାଲ ସିଂଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ରାଜେନ୍ଦ୍ର ନାଥ ମହନ୍ତଙ୍କ ସଂଯୋଜନାରେ କେନ୍ଦ୍ରୀୟ ନେତା ତଥା
Read More...