ଉଜୁଡିଗଲା ପରିବାର, ୩ ପିଲାଙ୍କୁ ମାରି ଜୀବନ ହାରିଲେ ବାପା
ରାଞ୍ଚି : ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ପିଲା ରହିଛନ୍ତି । ଜଣେ ବ୍ୟକ୍ତି ଅଛନ୍ତି । ପିଲାଙ୍କୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ପୋଲିସ କହିଛି । ଗାଁର ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ ।!-->…
Read More...
Read More...