ଗଛରୁ ପଡ଼ି ଚାଲିଗଲା ଜୀବନ
ରାଜଗାଙ୍ଗପୁର : ଶାଗ ତୋଳିବା ହେଲା କାଳ । ଗଛରୁ ଖସିପଡ଼ି ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ସୋନଖାନ ବିର୍ସାପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କୁମର ମାଝୀ (୫୫ ବର୍ଷ) । ପ୍ରାଥମିକ!-->…
Read More...
Read More...