Browsing Tag

raipur news

ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌

ରାୟପୁର : ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ର ୪ର୍ଥ ମ୍ୟାଚ ଆଜି ରାୟପୁରରେ ଖେଳାଯିବ । ତେବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ୱାରା ଭାରତକୁ
Read More...

ଛତିଶଗଡରେ ନକ୍ସଲ ହମଲା

ରାୟପୁର : ଛତିଶଗଡ଼ର ବସ୍ତରରେ ବୁଧବାର ବଡ଼ ଧରଣ ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦନ୍ତେୱାଡା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଗାଡ଼ି ଚାଳକ ସହ ୧୧ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ନିକଟରେ ଯବାନଙ୍କୁ ନେଇ ଯାଉଥିବା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ

ରାୟପୁର : ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ୍‌ ଏବଂ ପିକଅପ୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା
Read More...

ହୃଦ୍‌ଘାତରେ ଛତିଶଗଡ଼ ବିଧାନସଭା ଉପବାଚସ୍ପତିଙ୍କ ପରଲୋକ

ରାୟପୁର : ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ମନୋଜ ସିଂହ ମାଣ୍ଡଭିଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଥିବା ଜଣାପଡିଛି । ୫୮ ବର୍ଷିୟ ମାଣ୍ଡଭିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବରିଷ୍ଠ
Read More...

୧୨ ଟନ୍ ଗଞ୍ଜେଇ ଜଳାଇ କରାଗଲା ୧୫ ମେଗାୱାଟ ବିଜୁଳି ଉତ୍ପାଦନ

ରାୟପୁର : ବିଳାସପୁର ପୋଲିସ ରେଞ୍ଜ ଥାନାରେ ନିଶାରୁ ମୁକ୍ତି ଅଭିଯାନ ଅନୁସାରେ ଜବତ ୧୨ ଟନ୍ ଗଞ୍ଜେଇକୁ ପାଓ୍ବାର ପ୍ଲାଣ୍ଟ ଭାଟିରେ ଶୁକ୍ରବାର ପକାଇ ନଷ୍ଟ କରି ଦିଆଯାଇଥିଲା, ଯାହାଫଳରେ ପ୍ରାୟ ୧୫ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥିଲା । ନିଶା ଦ୍ରବ୍ୟକୁ ଜଳାଇ ବିଜୁଳି ଉତ୍ପାଦନ କରିବାର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ମୃତ, ୧୭ ଗୁରୁତର

ରାୟପୁର : ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ୍ ଓ ଟ୍ରାକ୍ଟର ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଟ୍ରାକ୍ଟରରେ ୨୫ରୁ ଅଧିକ ଲୋକ ବସିଥିଲେ । ମେନପୁର ଅଭିମୁଖେ ଯାଇଥିବା
Read More...

ବିନା ସୁରକ୍ଷା ବ୍ୟବସ୍ଥାରେ ମହିଳା ବିଧାୟକ ସ୍କୁଟିରେ ଯାତ୍ରା କରୁଛନ୍ତି : ନିଜ ଦଳର ସରକାର, ତଥାପି ରାଜ୍ୟ ପୋଲିସର…

ରାୟପୁର : ଛତିଶଗଡରେ ଏକ କଂଗ୍ରେସ ସରକାର ଚାଲିଛି । ତଥାପି କଂଗ୍ରେସ ଦଳର ମହିଳା ବିଧାୟକ ନିଜ ସରକାରରେ ପୋଲିସର କାର୍ଯ୍ୟକଳାପ ଉପରେ ରାଗିଛନ୍ତି । ଏହି ମାମଲା ରାଜନନ୍ଦଗାଓଁର ଖୁଜ୍‌ଜୀର । ଏଠାରେ କଂଗ୍ରେସ ବିଧାୟକ ଛନ୍ନି ସାହୁ ତାଙ୍କ ସ୍ୱାମୀଙ୍କ ଗିରଫଦାରୀ ଉପରେ କ୍ରୋଧିତ ହୋଇ ତାଙ୍କ
Read More...

ଛତିଶଗଡରେ ହୁକା ବାର୍‌ ବନ୍ଦ ହେବ : କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ବାକି

ରାୟପୁର : ଛତିଶଗଡର ଭୂପେଶ ବାଗେଲ ସରକାର ରାଜ୍ୟରେ ମଦ ବଂଦ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି । କିନ୍ତୁ ଆଗାମୀ ଦିନରେ ଛତିଶଗଡରେ ହୁକା ବାର ବନ୍ଦ ହେବାକୁ ଯାଉଛି । ବାସ୍ତବରେ ରାଜ୍ୟରେ ହୁକା ବାର୍ ବ୍ୟବସାୟକୁ ଅପରାଧ ବିବେଚନା କରିବା ପାଇଁ ରାଜ୍ୟପାଳ ଅନୁସୁୟା ଉଇକେ ଏକ
Read More...

ସମ୍ପୂର୍ଣ୍ଣ ମଦ ନିଷେଧ ପ୍ରତିଶୃତି ବାଘେଲ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି : ବଡ ଆନ୍ଦୋଳନ ପାଇଁ…

ରାୟପୁର : ଛତିଶଗଡର ଭୂପେଶ ସରକାର ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ମଧ୍ୟ ମଦ ସମ୍ପୂର୍ଣ୍ଣ ନିଷେଧ କରିପାରି ନାହାଁନ୍ତି । ମଦ ନିଷେଧର ପ୍ରତିଶ୍ରୁତି ପୂରଣ ନକରିବାରୁ ବର୍ତ୍ତମାନ କଂଗ୍ରେସ ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି । ମଦ ନିଷେଧ ପ୍ରସଙ୍ଗରେ ବିଜେପି ବର୍ତ୍ତମାନ
Read More...