Browsing Tag

puri news

୨୧ତାରିଖରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ, (କେପିଏନ୍‌ଏସ୍‌) : ଆସନ୍ତା ୨୧ତାରିଖରୁ ମହାପ୍ରଭୁଙ୍କୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ଦର୍ଶନ କରିପାରିବେ ଭକ୍ତ ବୋଲି ଆଜି ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଏସ୍‌ଓପିକୁ କୋହଲ କରାଯାଇ ଦର୍ଶନ
Read More...

‌ଏସପି‌ଙ୍କ ଦୃଢ କାର୍ଯ୍ୟନୁଷ୍ଠାନ : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ

ପୁରୀ, (କେପିଏନ୍‌ଏସ୍‌) : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ଦୋଷୀ ପ୍ରମାଣିତ ହୋଇ କୃଷ୍ଣପ୍ରସାଦ ଥାନା ଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ସେହିପରି କିଛି ଦିନ ତଳେ ଏକ
Read More...

ବାଲୁକା କଳାରେ ଟୀକାଦାନର ପ୍ରଥମ ଦିବସ ଝଲକ୍‌

ପୁରୀ : ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ । ଦୀର୍ଘ ନଅ ମାସ ଧରି ସାରା ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାଡ ମାରିବ । ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହଲ
Read More...

ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ତରଫରୁ ପର୍ଯ୍ୟଟକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ

ପୁରୀ, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ସାରା ଓଡିଶାର ଗରିବ ଦୁଃଖୀମାନଙ୍କ ଦରଦୀ ବନ୍ଧୁ ସାଜିଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ସମାଜ ସେବା କ୍ଷେତ୍ରରେ ଆଉ ପାଦେ
Read More...

ପୋଲିସକୁ ମିଳିଲା ବଡ ସଫଳତା : ୬ ଲୁଟେରା ଗିରଫ

ପୁରୀ, (କେପିଏନ୍‌ଏସ୍‌) : ରାଜ୍ୟରେ ଲୁଟେରାଙ୍କ ରାଜ୍‌ ବଢିଚାଲିଥିବା ବେଳେ ଆଜି ସତ୍ୟବାଦୀ ପୋଳିସକୁ ମିଳିଛି ଏକ ବଡଫଳତା । ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରାକୁ ଗିରଫ କରିଛ ସତ୍ୟବାଦୀ ପୋଲିସ । ତେବେ ଗିରଫ ହୋଇଥିବା ଲୁଟେରା ମାନେ ହେଲେ ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ
Read More...

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଠୁ ମିଳିବ ଅନୁମତି

ପୁରୀ : ଆସନ୍ତାକାଲି ଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରଦ୍‌ଦ୍ଧାଳୁ
Read More...

ଆଜିଠାରୁ ପୁରୀବାସୀ କରିବେ କାଳିଆ ଦର୍ଶନ

ପୁରୀ : ଆଜିଠାରୁ ପୁରୀ ବାସୀ କାଳିଆ ଦର୍ଶନର ସୁଯୋଗ ପାଇବେ । ଜଗ‌ନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା । ସୂଚନା ଅନୁସାରେ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ ରହିଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ।
Read More...

କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି

ପୁରୀ : କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି ଦିଆଯାଇଛି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ୨୬ ତାରିଖରୁ ପୁରୀବାସୀ
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଛାତ୍ରୀ ଗୁରୁତର

ପିପିଲି : ମର୍ମ‌ନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁରୀ ଜାତୀୟ ପଥ ପିପିଲି ବାଇପାସ ରାସ୍ତାର ଖଣ୍ଡିଆଗିରି ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ସକାଳେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
Read More...

ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା ସଂବନ୍ଧୀୟ ଆଲୋଚନା ଚକ୍ର

ପୁରୀ, (କେପିଏନ୍‌ଏସ୍‌) : ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ‘ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା’ ସଂପର୍କରେ ଏକ ଆଲୋଚନା ଚକ୍ର ୱେବ୍‌ନାର୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୩ ତାରିଖ ଅପରାହ୍ନ ୩ଟାରୁ ୫ଟା
Read More...