୩ ଥର ବୋମାମାଡ କରି ଦୁର୍ବୃତ୍ତ ଫେରାର
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ କୁମ୍ଭାରପଡା ନିକଟରେ ବୋମାମାଡ ହୋଇଥିବା ଖବର ମିଳିଛି । କାଶୀନାଥ ମହାରଣାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ ଥର ବୋମାମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।!-->…
Read More...
Read More...