Browsing Tag

puri news

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗା ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ
Read More...

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ : ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ
Read More...

ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ : ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା, ସେହିଦିନ ରଥକାଠ ଅନୁକୂଳ କରାଯିବ । ଏହି ଦିନ ମଧ୍ୟ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ
Read More...

ବ୍ରାଉନସୁଗାର ଜବତ : ୧ ଗିରଫ

ପୁରୀ : ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପନିରୀକ୍ଷକ ସିଦ୍ଧେଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଛକ ଠାରେ ଚଢ଼ାଉ କରି ୩୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ ଅଳଗୁମ
Read More...

ଶ୍ରୀମନ୍ଦିରରେ ବଦଳିଲା କଣ୍ଟା ପିଟା ସାମଗ୍ରୀ : ମହାପ୍ରଭୁଙ୍କ ସେବାରେ ଲାଗିଲା ନୂତନ ଖଟୁଲି, ପିଢ଼ା

ପୁରୀ : ଶ୍ରୀବିଗ୍ରହଙ୍କ ପୂଜାରେ ଲାଗୁଥିବା କଣ୍ଟାପିଟା ସରଞ୍ଜାମ ବଦଳାଯାଇଛି । ମହାପ୍ରଭୁଙ୍କ ପୂଜାରେ ଲାଗିଛି ନୂଆ ଖଟୁଲି ଓ ପିଢ଼ା । ସାଲ ବିନ୍ଧ ହୋଇ ୩ଟି ଲେଖା ଖଟୁଲି ଓ ପିଢ଼ା ଠାକୁରଙ୍କ ପୂଜାରେ ଲାଗିଛି । ଦାରୁଦିଅଁଙ୍କ ସେବାରେ ଲାଗୁଥିବା ବିଘ୍ନ ସାମଗ୍ରୀ ହଟିବାରେ ସେବକ ସନ୍ତୋଷ
Read More...

ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲା ବାଲୁକାଶିଳ୍ପୀ ସୁଦର୍ଶନଙ୍କ ହକି ଷ୍ଟିକ୍

ପୁରୀ : ସାରା ରାଜ୍ୟରେ ହକି ଫିଭର ଲାଗି ରହିଥିବା ବେଳେ ସେହି ସମୟରେ ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ରେ ସ୍ଥାନ ମିଳିଛି ।
Read More...

ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସଡ଼କ ସୁରକ୍ଷା ଓ ନିଜେ ସତର୍କ ରହିଲେ ମୂଲ୍ୟବାନ ଜୀବନ ଅକାଳରେ ରାସ୍ତାରେ ଝଡିଯିବ ନାହିଁ । ତେଣୁ ପ୍ରତ୍ୟେକ ସଡ଼କ ସୁରକ୍ଷା ନିୟମକୁ ଅନୁପାଳନ କରିବାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ
Read More...

ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ବେଳେ ଅଘଟଣରେ ୨ ଭକ୍ତ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାୁଡିଆ) : ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ଓ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇଗଲେ ୨ ଜଣ ଭକ୍ତ । ଆହତଙ୍କୁ ତରନ୍ତ ଉଦ୍ଧାର କରଯାଇ ପୁରୀ ସଦର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Read More...

ପେଣ୍ଠକଟାରେ ମକର ମେଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ପେଣ୍ଠକଟା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ମକରମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା, ସମ୍ମାନିତ ଅତିଥି ଭାବେ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ରାକେଶ କୁମାର ପଣ୍ଡା, ଜିଲ୍ଲା ଶିଶୁ
Read More...

ଭିଜିଲାନ୍ସ ଜାଲରେ ପୁରୀ ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା

ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ଅବକାରୀ ମାମଲାରେ କେସ୍‌ ଡାଏରୀ ଦାଖଲକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ସଞ୍ଜୟଙ୍କ କାର୍ଯ୍ୟାଳୟ ସମେତ
Read More...