Browsing Tag

pib news

୫୬ତମ ଆଇଏଫ୍‌ଏଫ୍‌ଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ୫ ନଭେମ୍ବର ପର୍ଯ୍ୟନ୍ତ ରହିଛି ଖୋଲା

▪ ଆଇଏଫ୍‌ଏଫ୍‌ଆଇ ଠାରେ ଗଣମାଧ୍ୟମ ପାଇଁ ଏଫ୍‌ଟିଆଇଆଇ ଚଳଚ୍ଚିତ୍ର ମୂଲ୍ୟାଙ୍କନ ପାଠ୍ୟକ୍ରମ ସୁଯୋଗ ନୂଆଦିଲ୍ଲୀ, (ପିଆଇବି) : ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଆସନ୍ତା ୨୦ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଗୋଆର ପାଣାଜୀଠାରେ ଆୟୋଜନ କରାଯିବ । ଏଥିରେ
Read More...

ସୁସ୍ଥ ଶିକ୍ଷକ, ସୁସ୍ଥ ସମାଜ : ୟୁନେସ୍କୋ-ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ତିନିଦିନିଆ କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ପ୍ରଶିକ୍ଷଣ ପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ୱରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ
Read More...

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରବି ଋତୁ ୨୦୨୫-୨୬
Read More...

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି । ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତ ହେବ । ଆୟୋଗରେ ଜଣେ
Read More...

ଭୁବନେଶ୍ୱର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହର ତଥା ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର (ଏଲଏସଏ) ପାଇଁ ଏହାର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡିଟି) ଫଳାଫଳ ପ୍ରକାଶ କରିଛି। ଟ୍ରାଇ
Read More...

ଅଷ୍ଟମ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ଉଦଘାଟନ କଲେ ରାଷ୍ଟ୍ରପତି

ସୌରଶକ୍ତି କେବଳ ବିଦ୍ୟୁତ ଉତ୍ପାଦନ ନୁହେଁ, ବରଂ ସଶକ୍ତୀକରଣ ଏବଂ ସମାବେଶୀ ବିକାଶ ମଧ୍ୟ : ରାଷ୍ଟ୍ରପତିଆମେ ଯେତେବେଳେ ବୃହତ ସୌରଶକ୍ତି କେନ୍ଦ୍ରର ସ୍ଥାପନା କରୁଛୁ, ଆମେ ଉକ୍ତ ଅଞ୍ଚଳର ପରିବେଶ ସନ୍ତୁଳନ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,
Read More...

ଭୀଷଣ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ରେଳବିଭାଗର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• କେନ୍ଦ୍ର ମନ୍ତ୍ରୀ ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକର ସମୟାନୁବର୍ତ୍ତିତା ଉପରେ କଲେଗୁରୁତ୍ୱାରୋପ; ସମସ୍ତ ରେଳ ଜୋନକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଏବଂ ଘୂର୍ଣ୍ଣିଝଡ଼ ପରେ ଟ୍ରେନ୍ ସେବାର ଦ୍ରୁତ ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ଦେଲେ ନିର୍ଦ୍ଦେଶ•
Read More...

ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, (ପିଆଇବି) : ବଙ୍ଗୋପ ସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ-ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପୂର୍ବତଟ ରେଳ ପଥର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ କରି
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ‘ଗଭୀର ସମୁଦ୍ର ମାଛଧରା ଜାହାଜ’ ଉଦଘାଟନ କରିଛନ୍ତି…

‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟକୁ ସାଧନ କରିବାରେ ନୀଳ ଅର୍ଥବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭମତ୍ସ୍ୟଚାଷ କ୍ଷେତ୍ରରେ ସମବାୟ ଆନ୍ଦୋଳନ ହେବ ଗରିବ ମତ୍ସ୍ୟଜୀବୀଙ୍କ ପାଇଁ ସମୃଦ୍ଧିର ବାହକଆଜି ପ୍ରଦାନ କରାଯାଇଥିବା ଟ୍ରଲର ଆଗାମୀ ଦିନରେ ଏହାର ମତ୍ସ୍ୟ ସମ୍ପତ୍ତିର ସମ୍ଭାବନାକୁ
Read More...

ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର : ଇସିଏମଏସ ଅଧୀନରେ ୫,୫୩୨ କୋଟି ଟଙ୍କାର ନିବେଶ ସହିତ ପ୍ରଥମ ୭ଟି…

• ମୁଖ୍ୟାଂଶ• ମୋଟ୍ ୫୫୩୨ କୋଟି ଟଙ୍କାର ନିବେଶ ସହିତ ଇସିଏମଏସ ଅଧୀନରେ ପ୍ରଥମ ୭ଟି ପ୍ରକଳ୍ପକୁ ମଞ୍ଜୁରି• ପ୍ରକଳ୍ପଗୁଡ଼ିକ ୪୪,୪୦୬ କୋଟି ଟଙ୍କାର ଉତ୍ପାଦନ ଏବଂ ୫,୧୯୫ ନିଯୁକ୍ତି ସୃଷ୍ଟି କରିବ• ଇସିଏମଏସ ନିବେଶ ପ୍ରତିଶ୍ରୁତି ୧.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଲକ୍ଷ୍ୟର
Read More...