Browsing Tag

pib news

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦ୍‌ଘାଟିତ

ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବା : ଧର୍ମେନ୍ଦ୍ର ପ୍ରଧାନଯୋଗଦେଲେ ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ଶାସିତ ଅଞ୍ଚଳର ଉଚ୍ଚ ଶିକ୍ଷା ବିଭାଗର ସଚିବଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ
Read More...

‘‘ଲାଇଟ୍, କ୍ୟାମେରା, ଗୋଆ ! ଆଇଏଫ୍‌ଏଫ୍‌ଆଇ ୨୦୨୪ ପାଇଁ ମଞ୍ଚ ପ୍ରସ୍ତୁତ

ଆଇଏଫ୍‌ଏଫ୍‌ଆଇ ୨୦୨୪ର ବିଷୟବସ୍ତୁ - ‘‘ଯୁବ ଚଳଚ୍ଚିତ୍ର ନିର୍ମାତା - ବର୍ତ୍ତମାନ ହିଁ ଭବିଷ୍ୟତ’’ - ସୃଜନଶୀଳତାର ଭବିଷ୍ୟତକୁ ଆକାର ଦେବା ଲାଗି ଯୁବବର୍ଗଙ୍କ ସମ୍ଭାବନାକୁ ଦେଇଛି ସ୍ୱୀକୃତିଆଇଏଫ୍‌ଏଫ୍‌ଆଇ-୨୦୨୪ ସମସ୍ତ କାହାଣୀକାର ଏବଂ ସିନେପ୍ରେମୀଙ୍କୁ ଚଳଚ୍ଚିତ୍ରର ଆନନ୍ଦ ନେବା ପାଇଁ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ ପ୍ରସ୍ତୁତିର ସମୀକ୍ଷା କଲେ…

ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କଲେ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜନଜାତୀୟ ଗୌରବ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ଗସ୍ତ ପୂର୍ବରୁ ଜାମୁଇରେ ପହଞ୍ଚିଥିଲେ ।
Read More...

ଭାରତର ରାଜନୈତିକ ସ୍ଥିରତା ପୋଷାକ ଶିଳ୍ପକୁ ପ୍ରୋତ୍ସାହିତ କରିଛି

ନୂଆଦିଲ୍ଲୀ, (ପିଆଇବି) : ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ ଆୟୋଗ (ୟୁଏସ୍ ଆଇଟିସି)ର ଏକ ସଦ୍ୟ ରିପୋର୍ଟ ମାଧ୍ୟମରେ ବିଶ୍ୱ ସ୍ତରୀୟ ପୋଷାକ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ବୃଦ୍ଧି ପାଉଥିବା ଆକର୍ଷଣକୁ ସ୍ୱୀକାର କରାଯାଇଛି, ଯେଉଁଥିରେ ରାଜନୈତିକ ସ୍ଥିରତାକୁ ଏକ ପ୍ରମୁଖ କାରଣ ଭାବରେ
Read More...

ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ପଞ୍ଚମ ଜାତୀୟ ଇଏମ୍ଆର୍‌ଏସ୍ ସାଂସ୍କୃତିକ ଓ ସାହିତ୍ୟ ମହୋତ୍ସବ ଏବଂ କଳା ଉତ୍ସବ

ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜାତୀୟ ଶିକ୍ଷା ସମିତି (ଏନ୍‌ଇଏସ୍‌ଟିଏସ୍) ପକ୍ଷରୁ ୫ମ ଜାତୀୟ ଇଏମ୍ଆରଏସ୍ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଏବଂ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୧୨ରୁ ୧୫
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭଡତାଳ ସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ…

ସନ୍ଥମାନେ ଆମ ସମାଜକୁ ବହୁତ ଅବଦାନ ଦେଇଛନ୍ତି, ଯେତେବେଳେ ସମଗ୍ର ସମାଜ ଏବଂ ଦେଶ ଏକ ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ ଉଦ୍ୟମ କରନ୍ତି, ତାହା ପୂରଣ ହୋଇଥାଏ : ପ୍ରଧାନମନ୍ତ୍ରୀସମଗ୍ର ଦେଶ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ :
Read More...

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର…

ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା, ଛତିଶଗଡ଼ ଲାଗି ୧୪୭.୭୬ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଞ୍ଜୁର କଲା ସମିତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନ ଲାଗି ସକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ
Read More...

ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ - ଧର୍ମେନ୍ଦ୍ର ପ୍ରଧାନପରମ ପୂଜ୍ୟ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳାପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର
Read More...

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ରେଳ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ

ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ
Read More...

ଭାରତରେ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିଛନ୍ତି ସରକାରଅଧିକ ଶସ୍ତା ଓ ସୁଲଭ ହେଉଛି ସାର୍ବଜନୀନ ସ୍ୱାସ୍ଥ୍ୟ ସେବାନାଗରିକଙ୍କ ସିଧାସଳଖ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ କମିଛି ଭୁବନେଶ୍ୱର, (ପିଆଇବି) : ୨୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ
Read More...