Browsing Tag

pib news

ଜି-୨୦ ଜନଭାଗିଦାରୀ ଚତୁର୍ଦ୍ଦଶ ଦିବସରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ । ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗତକାଲି
Read More...

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା
Read More...

ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ

• ଚୂଡ଼ାନ୍ତ ସର୍ବେକ୍ଷଣ ପୂର୍ବରୁ ଓଡ଼ିଶାରେ ହେବ ପରୀକ୍ଷାମୂଳକ ସର୍ଭେ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ
Read More...

ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ୱେବିନାର ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି । କେନ୍ଦ୍ର
Read More...

ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜି-୨୦ ଜନଭାଗିଦାରୀ ଅଭିଯାନରେ ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ
Read More...

ପ୍ରେସ ବିଜ୍ଞପ୍ତି : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାର ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର…

ଭୁବନେଶ୍ୱର, (ପିଆଇବି) : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଗତକାଲି କୁତ୍ର ଓ ଝାରସୁଗୁଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ାସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି । ଏହି ଗସ୍ତର ମୁଖ୍ୟ
Read More...

୫ମ ଭାରତ-ବ୍ରିଟେନ ସ୍ୱରାଷ୍ଟ୍ର ବ୍ୟାପାର ଆଲୋଚନା

ଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀ ଠାରେ ୫ମ ଭାରତ-ବ୍ରିଟେନ ସ୍ୱରାଷ୍ଟ୍ର ବ୍ୟାପାର ଆଲୋଚନା (ଏଚଏଡି) ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲା ଭାରତୀୟ ପ୍ରତିନିଧିଙ୍କ ନେତୃତ୍ୱ ନେଇଥିଲେ ଏବଂ ବ୍ରିଟେନ ପ୍ରତିନିଧି ଦଳର ନେତୃତ୍ୱ ସ୍ୱରାଷ୍ଟ୍ର କାର୍ଯ୍ୟାଳୟର ସ୍ଥାୟୀ
Read More...

୩୧ଟି ସାମଗ୍ରୀ ପାଇଁ ୨ଟି ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ ଆରମ୍ଭ କରିବାକୁ କେନ୍ଦ୍ରର ଘୋଷଣା

ବୟନ ମନ୍ତ୍ରଣାଳୟ ବୈଷୟିକ ବସ୍ତ୍ରଗୁଡ଼ିକ ପାଇଁ ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶର ପ୍ରବର୍ତ୍ତନ କରିବାକୁ ଯାଇ ବିଆଇଏସ୍ ବାଧ୍ୟତାମୂଳକ ପ୍ରମାଣପତ୍ର ଉପରେ ଗୁରୁତ୍ୱାରୋପ କରିଛିକ୍ୟୁସିଓ ବୈଷୟିକ ବସ୍ତ୍ର ଗୁଡିକର ମାନ ଏବଂ ଗୁଣବତ୍ତା ନିଶ୍ଚିତ କରିବେ ଏବଂ ଭାରତରେ ଏହି ଶିଳ୍ପର ଅଭିବୃଦ୍ଧିକୁ
Read More...

ସୀମାବର୍ତ୍ତୀ ଗ୍ରାମ ପରିଦର୍ଶନ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଦେଶବାସୀଙ୍କୁ, ବିଶେଷ କରି ଭାରତର ଯୁବପିଢ଼ିଙ୍କୁ ଦେଶର ସୀମାବର୍ତ୍ତୀ ଗ୍ରାମ ପରିଦର୍ଶନ କରିବା ଲାଗି ଅନୁରୋଧ କରିଛନ୍ତିଶ୍ରୀ ମୋଦୀ କହିଛନ୍ତି ଯେ ଏହା ଆମ ଯୁବପିଢ଼ିଙ୍କୁ ବିଭିନ୍ନ ସଂସ୍କୃତି ସହ ପରିଚିତ କରାଇବ ଏବଂ ସେମାନଙ୍କୁ ସୀମାବର୍ତ୍ତୀ
Read More...

ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ…

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ- ଆରଆଇଇ, ଏନସିଇଆରଟି
Read More...