Browsing Tag

pib news

ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦ୍‌ଘାଟନ…

ପ୍ରଥମ ୧୦୦ ଦିନରେ ଆମର ପ୍ରାଥମିକତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ଆମର ଗତି ଓ ପ୍ରଗତିର ପ୍ରତିଫଳନବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତୀୟ ସମାଧାନ‘ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ୱାନ’ସବୁଜ ଭବିଷ୍ୟତ ଏବଂ ନେଟ୍ ଜିରୋ ହେଉଛି ଭାରତର ପ୍ରତିବଦ୍ଧତା‘ଜି-୨୦ରେ ଭାରତ ହେଉଛି…
Read More...

ଇ-ସିନେ ପ୍ରମାଣରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍‌’ ମଡ୍ୟୁଲ

ଫିଚର୍‌ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମରେ ଗୋଟିଏ ସୁଗମତା ବୈଶିଷ୍ଟ୍ୟ ଉପଲବ୍ଧ ହେବ ନୂଆଦିଲ୍ଲୀ, (ପିଆଇବି) : ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣରେ…
Read More...

ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ…

ଯୋଗାଯୋଗ ବୃଦ୍ଧି ପାଇଁ ୬ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ ସହ ୩୨ କୋଟି ଟଙ୍କା ସହାୟତାର ପ୍ରଥମ କିସ୍ତି ପ୍ରଦାନ୪୬,୦୦୦ ହିତାଧିକାରୀଙ୍କ…
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସରକାରୀ ଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ…

ହିନ୍ଦୀ ଦିବସର ଉଦ୍ଦେଶ୍ୟ ସରକାରୀ ଭାଷାକୁ ଯୋଗାଯୋଗ, ଲୋକ, ପ୍ରଯୁକ୍ତି ବିଦ୍ୟାର ଭାଷା କରିବା ଏବଂ ଏହାକୁ ଆନ୍ତର୍ଜାତୀୟ ଭାଷା ଭାବରେ ବିସ୍ତାର କରିବାନୂତନ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଉପରେ ରହିଛିଆଗାମୀ ବର୍ଷଗୁଡ଼ିକରେ…
Read More...

ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀଝାଡ଼ଖଣ୍ଡରେ ୬ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀଅହମ୍ମଦାବାଦରେ ୮୦୦୦ କୋଟି ଟଙ୍କାରୁ ଅଧିକ…
Read More...

ନିଜ ବାସଭନରେ ଜନ୍ମିତ ବାଛୁରୀର ନାମ ‘ଦୀପଜ୍ୟୋତି’ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି । ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି : 'ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ’ । ଲୋକ କଲ୍ୟାଣ…
Read More...

କୃଷି ଓ କୃଷକ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୃଷକ ମାନଙ୍କର…

ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନବାସମତୀ ଚାଉଳ ଉପରେ ସର୍ବନିମ୍ନ ରପ୍ତାନି ଶୁଳ୍କ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି କରିବାକୁ ସରକାର…
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ-୨୦୨୪କୁ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟରେ ସର୍ବୋଚ୍ଚ…
Read More...

ମିଶନ ମୌସମର ଶୁଭାରମ୍ଭ : ୨୦୨୬ ସୁଦ୍ଧା ଭାରତର ପାଣିପାଗ ଓ ଜଳବାୟୁ ପୂର୍ବାନୁମାନକୁ ସୁଦୃଢ଼ କରିବା ପାଇଁ ୨୦୦୦ କୋଟିର…

ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏମ୍ଓଇଏସ୍ ସଚିବଙ୍କ ଅଧ୍ୟକ୍ଷତାରେ 'ମିଶନ ମୌସମ' ଶୀର୍ଷକ ଜାତୀୟସ୍ତରୀୟ ଗଣମାଧ୍ୟମ ଆଲୋଚନାଚକ୍ର ଅନୁଷ୍ଠିତ ନୂଆଦିଲ୍ଲୀ, (ପିଆଇବି) : ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ପୃଥିବୀ ଭବନ ଠାରେ ମିଶନ ମୌସମ ଉପରେ ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମ…
Read More...

ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗର ପୂର୍ବାଞ୍ଚଳ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରମୁଖ ବିଭାଗୀୟ ଯୋଜନା ଉପରେ ସମୀକ୍ଷା…

ଲାଭ ତଥା ଔଦ୍ୟୋଗିକତା ବୃଦ୍ଧି କରିବା ପାଇଁ ହିତାଧିକାରୀଙ୍କ ମଧ୍ୟରେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଯୋଜନାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରନ୍ତୁ : ଶ୍ରୀମତି ଉପାଧ୍ୟାୟ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (ଏଏଚ୍‌ଡି) ସଚିବ ଶ୍ରୀମତୀ…
Read More...