Browsing Tag

pib news

ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ଆମ ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ଡ.ମନମୋହନ ସିଂହଙ୍କ ନାମ ରହିବ "ଏହି ଗୃହ ଛଅ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ଆକାର ପାଇଛି" ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ
Read More...

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ବଢୁଥିବା ଆତ୍ମବିଶ୍ୱାସ, ଆଶାଜନକ ଭବିଷ୍ୟତ ଏବଂ ଜନସାଧାରଣଙ୍କ ଅସୀମ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରାଯାଇଛି"ଦୁର୍ବଳ ସ୍ଥିତି ଏବଂ ପଲିସି ପାରାଲିସିସ୍‌ରୁ ଊର୍ଦ୍ଧ୍ଵକୁ ଉଠି ଦେଶ ଶ୍ରେଷ୍ଠ ୫ ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇ ପାରିଛିସରକାରଙ୍କ
Read More...

ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଏବଂ…

ଗୋଆସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟିତନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରାଯାଇଛିଯାତ୍ରୀ ରୋପୱେ ସହିତ ଆନୁସଙ୍ଗିକ ପର୍ଯ୍ୟଟନ କାର୍ଯ୍ୟ ଏବଂ ୧୦୦ ଏମ୍‌ଏଲ୍‌ଡି ଜଳ ବିଶୋଧନ ପ୍ଲାଣ୍ଟ ପାଇଁ
Read More...

କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

ଏହି ଚାଉଳର ମୂଲ୍ୟ କିଲୋ ପିଛା ୨୯ ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ଉପଲବ୍ଧକେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଓ ଏନ୍‌ସିସିଏଫ୍‌ର ବିକ୍ରୟ କେନ୍ଦ୍ରରେ ଏହି ଚାଉଳ ବିକ୍ରିର ବ୍ୟବସ୍ଥା କରାଯାଇଛିଏସବୁ ସଂସ୍ଥାର ଭ୍ରାମ୍ୟମାଣ କେନ୍ଦ୍ରରୁ ମଧ୍ୟ ଲୋକେ
Read More...

ପ୍ରଥମ ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟାନସିପ୍‌ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

୨୦୨୪ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ୭ଟି ବିମଷ୍ଟେକ ରାଷ୍ଟ୍ର ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ ପ୍ରଗତି, ବିକାଶ ଓ ସହଯୋଗର କ୍ଷେତ୍ରରେ ପରିଣତ ହେବ : ଅନୁରାଗ ସିଂହ ଠାକୁର
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛିଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି୩.୮୫ କୋଟିରୁ ଅଧିକ ଲୋକଙ୍କ ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୧.୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଉଚ୍ଚ ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୟ ଜାଜୁ

ନୂଆଦିଲ୍ଲୀ, (ପିଆଇବି) : ସଞ୍ଜୟ ଜାଜୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ କରିବା ସମୟରେ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅପୂର୍ବ
Read More...

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ…

ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପ ଉଦ୍‌ଘାଟିତପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ
Read More...

ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

କୋଇଲା ମନ୍ତ୍ରଣାଳୟ ଅଧୀନ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡର ୨୭୦୦୦ କୋଟି ଟଙ୍କାର ପ୍ରକଳ୍ପରେ ୟୁନିଟ୍ ପିଛା ୩.୬୫ ଟଙ୍କା ବ୍ୟୟରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛିଓଡ଼ିଶା, ତାମିଲନାଡୁ, କେରଳ ଓ ପୁଡୁଚେରୀ ଦ୍ୱାରା ବିଦ୍ୟୁତ୍ କ୍ରୟ ଚୁକ୍ତି ସ୍ୱାକ୍ଷରିତ ନୂଆଦିଲ୍ଲୀ,
Read More...

କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡର୍‌ ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

୨୧୪୫ କୋଟି ଟଙ୍କା ବ୍ୟୟରେ ୪ଟି ଭିନ୍ନ ଭିନ୍ନ ପ୍ରକଳ୍ପ ପରିବେଶ ଅନୁକୂଳ ଏବଂ ଦ୍ରୁତ କୋଇଲା ପରିବହନରେ ସହାୟକ ହେବ ନୂଆଦିଲ୍ଲୀ, (ପିଆଇବି) : ବହୁମୁଖୀ ଯୋଗାଯୋଗ ସୁବିଧା ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରି ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର
Read More...