Browsing Tag

pib news

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ନଭେମ୍ବର ୨୦୨୪ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧…
Read More...

ଅନନ୍ୟ ଚଳଚ୍ଚିତ୍ର ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ଆଇଏଫଏଫଆଇ ୨୦୨୪ର ଗାଲା ପ୍ରିମିୟର୍ସ ଏବଂ ରେଡ୍-କାର୍ପେଟ୍…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୫ତମ ସଂସ୍କରଣ ଏହାର ବହୁ ପ୍ରତୀକ୍ଷିତ ଗାଲା ପ୍ରିମିୟର ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଏହା ଉତ୍କୃଷ୍ଟ ଚଳଚ୍ଚିତ୍ର କଳା ଅନୁଭୂତି, ବିଶ୍ୱସ୍ତରୀୟ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୪କୁ ସମ୍ବୋଧିତ…

ହିନ୍ଦୁସ୍ତାନ ଟାଇମ୍ସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତିଭାରତର ଭାଗ୍ୟକୁ ଆକାର ଦେଇଥିବା ଶକ୍ତି, ଯାହା ଭାରତକୁ ଦିଗ ଦେଖାଇଛି, ତାହା ହେଉଛି ଭାରତର ସାଧାରଣ ଲୋକଙ୍କ ଜ୍ଞାନ ଓ ସାମର୍ଥ୍ୟ : ପ୍ରଧାନମନ୍ତ୍ରୀଲୋକମାନଙ୍କର ପ୍ରଗତି, ଲୋକମାନଙ୍କ ଦ୍ଵାରା…
Read More...

‘ଶ୍ରେଷ୍ଠ ୱେବ୍ ସିରିଜ୍ ପୁରସ୍କାର: ସିନେମାର ସ୍ପେକ୍ଟ୍ରମରେ ବିବର୍ତ୍ତନକୁ ସ୍ମରଣ କରିବା ପାଇଁ ଆଇଏଫ୍‌ଏଫ୍‌ଆଇର…

ଆଇଏଫଏଫଆଇ ୨୦୨୪ରେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ପାଞ୍ଚଟି ସିଲେକ୍ସନଆଇଏଫଏଫଆଇ ୨୦୨୪ରେ ଓଟିଟି କେନ୍ଦ୍ରବିନ୍ଦୁ ପାଲଟିଛି ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ମନୋରଞ୍ଜନ ଶିଳ୍ପର ବିକଶିତ ଗତିଶୀଳତାକୁ ଗ୍ରହଣ କରି ସିନେମା…
Read More...

ମିଥ୍ୟା ଖବରର ମୁକାବିଲା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆ ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି…

ଡିଜିଟାଲ ମିଡିଆ ପ୍ଲାଟଫର୍ମଗୁଡିକ ଆମ ସମାଜ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି ପାଇଁ ସେମାନଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବଶ୍ରୀ ବୈଷ୍ଣବ ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଭାରତର ବିବିଧ ସାଂସ୍କୃତିକ ଏବଂ ସାମାଜିକ ପରିପ୍ରେକ୍ଷୀରେ ସେଫ୍ ହାର୍ବର…
Read More...

‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ : ଭର୍ତ୍ତୃହରି ମହତାବ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ - ୨୦୪୭’ ସମ୍ପର୍କିତ ଏକ…
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭଗବାନ…

ବିର୍ସା ମୁଣ୍ଡା କମ୍ବୟସରେ ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ ଆନ୍ଦୋଳନ ଆରମ୍ଭ କରିଥିଲେସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଦେଶବାସୀ ସର୍ବଦା ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ କୃତଜ୍ଞ ରହିବେଜଳ, ଜଙ୍ଗଲ ଓ ଜମି ଭଳି ଉପାଦାନ ଆଦିବାସୀ ପାରିବେଶିକ ବ୍ୟବସ୍ଥାର…
Read More...

ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ

ବିହାରର ଜାମୁଇ ଠାରେ ମୁଖ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀଭୁବନେଶ୍ୱରରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଏହି ଅବସରରେ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ ଦେଶ ଓ ଜାତି…
Read More...

ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି…

ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ସ୍ମାରକୀ ମୁଦ୍ରା ଓ ଡାକ ଟିକଟର ଉନ୍ମୋଚନବିହାରରେ ୬୬୪୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସଆଦିବାସୀ ସମାଜ ହିଁ ରାଜକୁମାର ରାମଙ୍କୁ ଭଗବାନ ରାମ ରେ ପରିଣତ କରିଛି, ଆଦିବାସୀ ସମାଜ ହିଁ ଭାରତର ସଂସ୍କୃତି ଓ…
Read More...

ଜନଜାତିୟ ଗୌରବ ଦିବସ ଅବସରରେ ନଭେମ୍ବର ୧୫ରେ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି୬୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଇତିହାସ ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ଆଦିବାସୀ…
Read More...