Browsing Tag

pib news

ଆଇଏଫ୍‌ଏଫ୍‌ଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ମହୋତ୍ସବରେ ପ୍ରଦର୍ଶିତ ହେବ ଗୋଆ ସଂସ୍କୃତି ଓ ଚଳଚ୍ଚିତ୍ର ଉତ୍କର୍ଷଆଇଏଫଏଫଆଇ ପରେଡ୍ ସମୟରେ ସ୍କାଏ ଲାଣ୍ଟର୍ଣ୍ଣ ଆଲୋକିତ ହେବ ଗୋଆର ଆକାଶକ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ ପ୍ରତିଯୋଗିତା ପାଇଁ ରେକର୍ଡ ୧୦୩୨ ଆବେଦନ : ଆଇଏଫ୍‌ଏଫ୍‌ଆଇ ଚଳିତ ବର୍ଷ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ…
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କଲେ…

ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀ 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ…
Read More...

ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ୨୦୩୦ ପ୍ରାକ୍ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର…

ବିଶ୍ୱ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଚାରିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯାଇଛି - ପ୍ରତିବନ୍ଧକ ଏବଂ କଟକଣା ମୁକ୍ତ ଜ୍ଞାନକୌଶଳ ହସ୍ତାନ୍ତର;ବିକଶିତ ଦେଶମାନଙ୍କଠାରୁ ନିରପେକ୍ଷ ଏବଂ ସୁଲଭ ସାର୍ବଜନୀନ ଜଳବାୟୁ ପାଣ୍ଠିଯୋଗାଣ ସୁନିଶ୍ଚିତ କରିବା;ବିଶ୍ୱସ୍ତରୀୟ ଜଳବାୟୁ…
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ, (ପିଆଇବି) :ମହାରାଜ,ମହାମହିମ,ନମସ୍କାରପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର…
Read More...

‘ବିକଶିତ ଭାରତ ଯୁବ ନେତା ବିତର୍କ’, ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ…

ବିକଶିତ ଭାରତ ଯୁବ ନେତା ବିତର୍କ ଯୁବପିଢ଼ିଙ୍କ ପାଇଁ ସେମାନଙ୍କ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉପସ୍ଥାପନ କରିବାର ଏକ ଅନନ୍ୟ ସୁଯୋଗ ହେବ : ଡ. ମାଣ୍ଡଭୀୟମାଇଁ ଭାରତ ପ୍ଲାଟଫର୍ମରେ ବିକଶିତ ଭାରତ ଚ୍ୟାଲେଞ୍ଜ ଆରମ୍ଭ ହେବ; ୨୫ ନଭେମ୍ବର…
Read More...

ଆଇ.ଏଲ୍‌.ଏସ୍‌. ପକ୍ଷରୁ ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍ - ଆଇ.ଏଲ୍‌.ଏସ୍.) ଭୁବନେଶ୍ୱର ପକ୍ଷରୁ ଆଜି ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ଏକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.ସି.ଏ.ଆର୍.- ସି.ଆଇ.ଏଫ୍‌.ଏ, ଆଇ.ସି.ଏ.ଆର୍ -…
Read More...

ସମ୍ବଲପୁରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର ନୂତନ ଗୃହ ଉଦ୍‌ଘାଟିତ

‘ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା’ ମତ୍ସ୍ୟଚାଷକୁ ଅଗ୍ରାଧିକାର ଦେବା ସହ ରୋଜଗାରର ନୂଆ ସୁଯୋଗ ଦେଇଛି - ଧର୍ମେନ୍ଦ୍ର ପ୍ରଧାନମାଛ ଚାଷ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପରୀକ୍ଷା ନୀରିକ୍ଷା କରିବାରେ ହେବ ସହାୟକସମ୍ବଲପୁର, ଦେବଗଡ଼, ବରଗଡ ଜିଲ୍ଲାରେ ମାଛ ଚାଷ ୨ ଗୁଣିତ ହେବ୨୦୩୬ ସୁଦ୍ଧା ମାଛ…
Read More...

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସିଟି ସ୍ଲାନ୍ ସେବା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ ସମ୍ବଲପୁର, (ପିଆଇବି) : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ

ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ଉପାଦେୟପରାମର୍ଶ ନେବେ ଛାତ୍ରଛାତ୍ରୀ- ଧର୍ମେନ୍ଦ୍ର ପ୍ରଧାନଦଶମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ କ୍ୟାରିୟର ଗଠନ ପାଇଁ ଦିଆଯିବ ପରାମର୍ଶପ୍ରାୟ ୧୪,୯୬୨ ଜଣ ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସେଲିଂ କରାଯିବକ୍ୟାରିୟର କାଉନସେଲିଂ…
Read More...

ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର’ ପ୍ରଦାନ

ନୂଆଦିଲ୍ଲୀ, (ପିଆଇବି) : ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍‌ର ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଗ୍ରାଣ୍ଡ କମାଣ୍ଡର ଅଫ୍…
Read More...