Browsing Tag

pib news

‘କେନ୍ଦ୍ର ବଜେଟ୍ ୨୦୨୬-୨୭’ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତିଭିତ୍ତିକ…

• ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରରେ ୮ ପ୍ରତିଶତ ବୃଦ୍ଧି, ୧ ଲକ୍ଷ ୩୯ ହଜାର ୨୮୦ କୋଟି ଟଙ୍କା ବ୍ୟୟବରାଦ• ଲୋକଭିମୁଖୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ• ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦
Read More...

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

୭ଟି ଉଚ୍ଚ -ଗତି ସମ୍ପନ୍ନ ରେଳ କରିଡର, ଏକ ସମର୍ପିତ ମାଲ ପରିବହନ କରିଡର ଏବଂ ୨୦ଟି ନୂତନ ଜାତୀୟ ଜଳମାର୍ଗ ପ୍ରସ୍ତାବିତଘରୋଇ ବିକାଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠିସ୍ୱଦେଶୀ ସିପ୍ଲେନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସିପ୍ଲେନ୍
Read More...

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ଶସ୍ତା କ୍ରୀଡ଼ା ସାମଗ୍ରୀ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ଭାରତର ସାମର୍ଥ୍ୟକୁ ଗୁରୁତ୍ୱଆଗାମୀ ଦଶନ୍ଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ପାଇଁ ‘ଖେଲୋ ଇଣ୍ଡିଆ ମିଶନ’ ଘୋଷଣା‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଭାର ବ୍ୟବସ୍ଥିତ
Read More...

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

ନ୍ୟାସନାଲ କାଉନସିଲ୍ ଫର୍ ହୋଟେଲ ମ୍ୟାନେଜମେଣ୍ଟର ଉନ୍ନତିକରଣ; ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ସ୍ଥାପନ ପ୍ରସ୍ତାବ୧୦,୦୦୦ ପର୍ଯ୍ୟଟନ ଗାଇଡ୍ଙ୍କ ଦକ୍ଷତା ବୃଦ୍ଧି ପାଇଁ ୧୨-ସପ୍ତାହର ମାନକ ତାଲିମ ସହ ପାଇଲଟ୍ ଯୋଜନା ପ୍ରସ୍ତାବ୧୫ ପ୍ରତ୍ନତାତ୍ତ୍ବିକ ସ୍ଥଳୀର ବିକାଶ ପ୍ରସ୍ତାବ;
Read More...

ଆଇଟି, ଏଭିଜିସି ଏବଂ ଆତିଥ୍ୟ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକ ମୁତାବକ ତାଲିମ ପ୍ରଦାନ କରିବ ‘ଦିବ୍ୟାଙ୍ଗ କୌଶଳ…

ଦିବ୍ୟାଙ୍ଗମାନଙ୍କ ପାଇଁ ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ’ ସ୍ଥାପନ କରିବା ପାଇଁ ‘ଦିବ୍ୟାଙ୍ଗ ସାହାରା ଯୋଜନା’ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ
Read More...

କେନ୍ଦ୍ର ବଜେଟ୍ ୨୦୨୬-୨୭ର ମୁଖ୍ୟାଂଶ

ଭାଗ –କକେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2026-27 ଉପସ୍ଥାପନ କରିଛନ୍ତି। ବଜେଟ୍ ର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ନିମ୍ନରେ ଦିଆଗଲା : କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ପ୍ରଥମ ବଜେଟ୍ 3ଟି କର୍ତ୍ତବ୍ୟ ଦ୍ୱାରା
Read More...

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି
Read More...

ଆଇଟି, ଏଭିଜିସିଏବଂ ଆତିଥ୍ୟ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକ ମୁତାବକ ତାଲିମ ପ୍ରଦାନ କରିବ ‘ଦିବ୍ୟାଙ୍ଗ କୌଶଳ…

ଦିବ୍ୟାଙ୍ଗମାନଙ୍କ ପାଇଁ ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ’ ସ୍ଥାପନ କରିବା ପାଇଁ ‘ଦିବ୍ୟାଙ୍ଗ ସହାରା ଯୋଜନା’ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ରୀୟ
Read More...

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି : ରାଜ୍ୟଗୁଡ଼ିକୁ ମିଳିବ ୪୧ ପ୍ରତିଶତ କେନ୍ଦ୍ରୀୟ ଟିକସ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟମାନଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ଅନୁଦାନ ଦେବ ଅର୍ଥ କମିଶନ ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟଗୁଡ଼ିକର ଟିକସ ବଣ୍ଟନ ସ୍ତରକୁ ୪୧ ପ୍ରତିଶତରେ ବଜାୟ ରଖିବା ପାଇଁ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି । ଆଜି ସଂସଦରେ ୨୦୨୬-୨୭
Read More...

ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ ଏବଂ ଆରବ ଲୋକମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀବାଣିଜ୍ୟ ଓ ନିବେଶ, ଶକ୍ତି, ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
Read More...