Browsing Tag

pib news

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025 : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍

• ଚଳଚ୍ଚିତ୍ରରେ ମହିଳା ଚଳଚ୍ଚିତ୍ର ନିର୍ମାତା, ନୂତନ ପ୍ରତିଭା ଏବଂ ସୃଜନଶୀଳ ଉତ୍କର୍ଷତାକୁ ଜଣାଇବ ସମ୍ମାନ : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ• ନୂଆଦିଲ୍ଲୀରେ ଆଇଏଫଏଫଆଇ 2025 ଘୋଷଣା ସହିତ ଅବଗଣନା ଆରମ୍ଭ• 20ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ 56ତମ
Read More...

ଭୁବନେଶ୍ୱରରେ ଆଇଆରସିର 84ତମ ଅଧିବେଶନ ଉଦଘାଟିତ

• ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ• ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ ଆବଣ୍ଟନ 2 ଲକ୍ଷ 87 ହଜାର କୋଟି ଟଙ୍କାର ସର୍ବାଧିକ ସ୍ତରକୁ ଛୁଇଁଛି: ନୀତିନ ଗଡ଼କରୀ• ଦେଶରେ
Read More...

ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଟ୍ରଫି ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଦଳକୁ ଅଭିନନ୍ଦନ ଜଣାଇଲେସଫଳତାର କାହାଣୀ ବାଣ୍ଟି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଖେଳାଳିମାନଙ୍କୁ ଆହ୍ୱାନ, ପ୍ରତ୍ୟେକ ଖେଳାଳିଙ୍କୁ ବର୍ଷକୁ ତିନୋଟି ସ୍କୁଲ ପରିଦର୍ଶନ କରିବାକୁ
Read More...

ବନ୍ଦେ ମାତରମକୁ ୧୫୦ ବର୍ଷ

▪ ସମ୍ବିଧାନ ସଭା ଦ୍ୱାରା ୧୯୫୦ରେ ଭାରତର ଜାତୀୟ ଗୀତ ରୂପେ ଗୃହିତ ହୋଇଥିଲା▪ ବନ୍ଦେ ମାତରମକୁ ପ୍ରଥମେ ସ୍ୱତନ୍ତ୍ର ଭାବେ ଲେଖାଯାଇଥିଲା ଏବଂ ପରେ ଏହାକୁ ବଙ୍କୀମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ‘‘ଆନନ୍ଦମଠ’’ (୧୮୮୨ରେ ପ୍ରକାଶିତ)ରେ ସାମିଲ କରାଯାଇଥିଲା▪ ୧୮୯୬ ମସିହାରେ କଲିକତାରେ ଆୟୋଜିତ
Read More...

ୱେଭଏକ୍ସ ପକ୍ଷରୁ ଷ୍ଟାର୍ଟଅପ୍‌ ମାନଙ୍କୁ ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଆମନ୍ତ୍ରଣ

ଆଇଏଫଏଫଆଇ ଗୋଆ ୨୦୨୫ରେ ୱେଭଏକ୍ସ ଅଧୀନରେ ୱେଭସ୍ ବଜାର ପାଇଁ ବୁଥ୍ ବୁକିଂ ଖୋଲା ଅଛିୱେଭସ୍ ବଜାରରେ ଉଦୀୟମାନ ଏଭିଜିସି-ଏକ୍ସଆର ଏବଂ ମିଡିଆ-ଟେକ୍ ଷ୍ଟାର୍ଟଅପଗୁଡ଼ିକର ପ୍ରଦର୍ଶନୀ ବୈଶ୍ୱିକ ନେଟୱର୍କିଂ ସୁଯୋଗ ପ୍ରଦାନ କରିବ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Read More...

ଆଇଏଲ୍ଓ ଦ୍ୱାରା ଆୟୋଜିତ ଗ୍ଲୋବାଲ୍ କୋଆଲିସନ୍ ଫର ସୋସିଆଲ ଜଷ୍ଟିସର ସ୍ପଟଲାଇଟ୍ ଅଧିବେଶନରେ ଭାରତର ପ୍ରଗତି ଉପରେ…

ଦ୍ୱିତୀୟ ଗ୍ଲୋବାଲ୍ ସାମାଜିକ ବିକାଶ ସମ୍ମିଳନୀ ଅବସରରେ ନୀତି ଆୟୋଗ କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଦାରିଦ୍ର୍ୟ ଦୂରୀକରଣରେ ଭାରତର ଐତିହାସିକ ପଦକ୍ଷେପ ପ୍ରଦର୍ଶନ କଲେଶ୍ରମ, ଦକ୍ଷତା ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଡକ୍ଟର ମାଣ୍ଡଭିୟ ରୋମାନିଆ,
Read More...

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ଐତିହାସିକ କଟକ ବାଲିଯାତ୍ରାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏହାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର
Read More...

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

ଆପଣମାନେ ଆଦର୍ଶ ପାଲଟିଛନ୍ତି; ଯୁବ ପିଢ଼ି, ବିଶେଷକରି ଝିଅମାନେ, ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇବେ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ୬ ନଭେମ୍ବର,
Read More...

ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭ୍ୟ● ଲୋକଙ୍କୁ ଧ୍ୟାନରେ ରଖି ନୀତି ପ୍ରଣୟନ ଏବଂ ସହଭାଗୀ ବିକାଶ ପ୍ରୟାସ ସାମାଜିକ ପ୍ରଗତିରେ ସହାୟକ ହୋଇଥାଏ: ଡକ୍ଟର ମନସୁଖ
Read More...

୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଅଧିନସ୍ଥ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ), ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୪.୦ ଆରମ୍ଭ କରିଛି, ଯାହା ୧ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ।
Read More...