Browsing Tag

pib news

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

● ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି : ପ୍ରଧାନମନ୍ତ୍ରୀ● ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ● ବିଗତ ବର୍ଷଗୁଡ଼ିକରେ,
Read More...

ବିଶାଖାପାଟଣାରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

୨୧ ତାରିଖରେ ଯୋଗ ସଙ୍ଗମ ପାଇଁ ପଞ୍ଜୀକୃତ ହୋଇଛି ୧୧ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମଦିଲ୍ଲୀରେ ୧୦୦ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯିବଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ - "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି
Read More...

ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚର (ଏମଏସିସିଆଇଏ)ର ନବନିର୍ମିତ ମୁଖ୍ୟାଳୟକୁ ଉଦଘାଟନ…

ଦେଶର ଶିଳ୍ପ, ବାଣିଜ୍ୟ, କୃଷି ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି, ସମଗ୍ର ଅର୍ଥବ୍ୟବସ୍ଥା ଆଜି ବିଶ୍ୱସ୍ତରୀୟ ହୋଇଛିମୋଦିଜୀ ଏକ ଟିମ୍ ଇଣ୍ଡିଆର ପରିକଳ୍ପନା କରିଛନ୍ତି, କାରଣ ଭାରତର ବିକାଶ କେବଳ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଦ୍ୱାରା ହାସଲ କରାଯାଇପାରିବ, ଏହି
Read More...

ବିକଶିତ ଭାରତ ଦିଗରେ ଯାତ୍ରା : ସହଜ ଜୀବନ, ଉନ୍ନତ ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ସରକାରଙ୍କ ଦକ୍ଷ ଏବଂ ନିରପେକ୍ଷ ସେବା ପ୍ରଦାନ ଦ୍ୱାରା ପ୍ରତ୍ୟେକ ନାଗରିକ ସୁଶାସନକୁ ଅନୁଭବ କରିଛନ୍ତି । ସେମାନଙ୍କ ଜୀବନ ସହଜ ହୋଇପାରିଛି । ନାଗରିକ-କୈନ୍ଦ୍ରିକ ନୀତି ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ କରିଛି
Read More...

ସକ୍ଷମ ବ୍ୟବସାୟ, ସଶକ୍ତ ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ନୀରବ ବିପ୍ଳବ ଦେଇ ଗତି କରିଛି, ଏକ ଲାଲ-ଫିତା ଅର୍ଥନୀତିରୁ ନିବେଶକ ତଥା ଉଦ୍ୟୋଗୀମାନଙ୍କ ପାଇଁ ଏକ ଲାଲ-କାରପେଟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ସରକାର ପୁରୁଣା
Read More...

ସୁରକ୍ଷା, ଯାତ୍ରୀ ସୁବିଧା ଏବଂ ଏୟାରଲାଇନ୍ସମାନଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଏୟାର ଇଣ୍ଡିଆ ସିଏମ୍‌ଡି; ଚାଳନା ନିରନ୍ତରତା ବଜାୟ ରଖିବା, ସ୍ୱଚ୍ଛ ଯୋଗାଯୋଗକୁ ସମର୍ଥନ କରିବା ଏବଂ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଉପରେ ଆଲୋଚନାସ୍ପାଇସ୍ ଜେଟ୍, ଇଣ୍ଡିଗୋ ଏବଂ ଆକାଶା ସହିତ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା; କେନ୍ଦ୍ର ମନ୍ତ୍ରୀ
Read More...

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମାନ୍ୟ ପ୍ରଧାନମନ୍ତ୍ରୀ,ଉଭୟ ଦେଶର ପ୍ରତିନିଧିମଣ୍ଡଳୀଗଣମାଧ୍ୟମର ବନ୍ଧୁମାନେନମସ୍କାରଦୋବାର ଦାନ୍ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ୱାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି
Read More...

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍
Read More...

ସାରା ଭାରତରେ ୧୦୦ଟି ପ୍ରତୀକାତ୍ମକ ପର୍ଯ୍ୟଟନ ସ୍ଥଳ ଏବଂ ୫୦ଟି ସାଂସ୍କୃତିକ ସ୍ଥଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ…

ନୂଆଦିଲ୍ଲୀ, (ପିଆଇବି) : ସଂସ୍କୃତି ମନ୍ତ୍ରଣାଳୟ ସାରା ଦେଶରେ ୧୦୦ଟି ପର୍ଯ୍ୟଟନ ଭିତ୍ତିକ ପ୍ରତୀକାତ୍ମକ ସ୍ଥାନ ଏବଂ ୫୦ଟି ସାଂସ୍କୃତିକ ସ୍ଥାନରେ ଯୋଗ ଅଧିବେଶନ ଆୟୋଜନ କରି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (IDY) ପାଳନ କରିବ । ଜୁନ୍ ମାସ ୨୧ ତାରିଖରେ ହେବାକୁ ଥିବା ଏହି
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫

ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ୱକୁ ଭାରତର ବାର୍ତ୍ତା ନୂଆଦିଲ୍ଲୀ, (ପିଆଇବି) : ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଯୋଗ ଆଜି ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି । 'ଯୋଗ'
Read More...