Browsing Tag

pib news

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ (ଏନଏମପି) ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

• ଏନଏମପି ୨.୦କୁ ବିକଶିତ ଭାରତର ଭିତ୍ତିଭୂମି ବିକାଶ ଯୋଜନା ଅନୁରୂପ ପରିକଳ୍ପନା କରାଯାଇଛି: କେନ୍ଦ୍ର ଅର୍ଥ ମନ୍ତ୍ରୀ• ୧୬.୭୨ ଲକ୍ଷ କୋଟି ଟଙ୍କାର ମୁଦ୍ରୀକରଣ ସମ୍ଭାବନାର ଆକଳନ କଲା ଏନଏମପି ୨.୦ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

ନୂଆଦିଲ୍ଲୀ, (ପିଆଇବି) : ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଡେଟା ଆଲଗୋରିଦିମ ବା ସ୍ୱୟଂଶାସିତ ବଳ ଭାବେ ଦେଖୁଥିବା ବେଳେ ଭାରତ ଏଥିରେ ମାନବିକ ଆକାଂକ୍ଷା ଓ ନୈତିକତାର ସମ୍ପ୍ରସାରଣକୁ ଦେଖୁଛି। ଭାରତର ଏହି ଆଭିମୁଖ୍ୟ ଏଆଇ ଉପଯୋଗ କ୍ଷେତ୍ରରେ ଏକ ନୂତନ ମୋଡ଼ ଆଣିବାକୁ ଯାଉଛି।
Read More...

ଥାଇଲାଣ୍ଡର ବ୍ୟାଂକକରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

• ଗତ ଛଅ ମାସ ଧରି ବିନା ବେତନ ଏବଂ ଉଚିତ୍ ଖାଦ୍ୟ ନଦେଇ ଶ୍ରମିକଙ୍କୁ ଅଟକ ରଖିଛି ସେମାନଙ୍କ ନିଯୁକ୍ତିଦାତା• ମାନସିକ ନିର୍ଯାତନା, ପାସପୋର୍ଟ ଜବତ ଏବଂ ପାରିଶ୍ରମିକ ଦେଉନଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନେ ଏକ ଭିଡ଼ିଓ ବାର୍ତ୍ତାରେ ଆଣିଛନ୍ତି ଅଭିଯୋଗ• ପୀଡ଼ିତ ପରିବାରକୁ କୌଣସି
Read More...

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଭର୍ଚୁଆଲ୍ ଭାବରେ…

• ଏମ୍ସରେ ନୂତନ ଯକୃତ ପ୍ରତିରୋପଣ ସୁବିଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଙ୍ଗଦାନକୁ ଆନ୍ଦୋଳନରେ ପରିଣତ କରିବାର ଏକ ମହାନ ଉଦ୍ଦେଶ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ବିତ: ଶ୍ରୀ ନଡ୍ଡା• ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ସୁବିଧା ଆରମ୍ଭ କରିବାରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ସମେତ ପୂର୍ବଭାରତରେ
Read More...

ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

● ଆଜି, ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଏକ ନୂତନ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ● ମେରଠ ମେଟ୍ରୋ, ନମୋ ଭାରତ ଟ୍ରେନ ଏବଂ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀର ନୂତନ ସେକ୍ସନ ଉଦଘାଟନ ଏନସିଆର ଲୋକଙ୍କ ଜୀବନକୁ ଆହୁରି ସରଳ, ସୁଗମ ଏବଂ ସୁବିଧାଜନକ କରିବ:
Read More...

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

• ଡିଜିଟାଲ କୃଷି ମିଶନ ଅଧୀନରେ ୨୩.୫ କୋଟି ଫସଲ ଜମି ସର୍ବେକ୍ଷଣ ଏବଂ ୭.୬୩ ଚାଷୀ ଆଇଡି ପ୍ରସ୍ତୁତି ସହ କୃଷି କ୍ଷେତ୍ର ପାଇଁ ବିଶାଳ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି ଭାରତ• ଜାତୀୟ ଟିକା ସର୍ବେକ୍ଷଣ ପ୍ରଣାଳୀରେ ୬୬ଟି ଫସଲର ସୁରକ୍ଷା ଓ ୪୩୨ ପ୍ରକାର କୀଟ ଚିହ୍ନଟରେ ମିଳିଛି ସହାୟତା;
Read More...

ଇଣ୍ଡିଆ ଏଆଇ ଷ୍ଟାକ୍ : ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ଏକ ସରଳ କିନ୍ତୁ ଶକ୍ତିଶାଳୀ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେଉଛି, ତାହା ହେଲା ଏଆଇର ଗଣତାନ୍ତ୍ରିକରଣ । କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କେବଳ କିଛି କମ୍ପାନୀ, ଅନୁଷ୍ଠାନ କିମ୍ବା ଦେଶ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ।
Read More...

‘ମନ କି ବାତ’ର ୧୩୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଓଡ଼ିଶାରୁ ଆତ୍ମନିର୍ଭର କୃଷିର ସଫଳ ଦୃଷ୍ଟାନ୍ତ; ଯୁବଚାଷୀ ହିରୋଦ ପଟେଲଙ୍କ ଅଭିନଵ ମଡେଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମୋର ପ୍ରିୟ ଦେଶବାସୀଗଣ, ନମସ୍କାର‘ମନ୍ କି ବାତ୍’କୁ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ । ‘ମନ୍ କି ବାତ୍’ ଦେଶ ଏବଂ ଏହାର ନାଗରିକଙ୍କ ସଫଳତାକୁ ଉଜ୍ଜ୍ୱଳ କରିବା
Read More...

ଇଇଜେଡ୍ରେ ମାଛ ଧରା ପାଇଁ ପ୍ରବେଶ ପାସର ଜାତୀୟ ଶୁଭାରମ୍ଭ; ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଖୋଲିଲା ନୂତନ ଦ୍ୱାର

ସମବାୟ ସଶକ୍ତିକରଣ ସହ ଉଚ୍ଚ-ମୂଲ୍ୟ ମତ୍ସ୍ୟ ଉତ୍ପାଦନକୁ ନୂତନ ଗତିସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି ପାଇଁ ‘ରିୟଲ୍ କ୍ରାଫ୍ଟ’ ଅନଲାଇନ୍ ପୋର୍ଟାଲ୍ରେ ମାଗଣା ପ୍ରବେଶ ପାସ ବ୍ୟବସ୍ଥାଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ମହାନ୍ତି ଓ ଓମ୍ ପ୍ରକାଶ ସ୍ୱାଇଁଙ୍କୁ ପ୍ରବେଶ ପାସ୍ ପ୍ରଦାନ
Read More...

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

● ମିଳିତ, ଭରସାଯୋଗ୍ୟ, ମଜବୁତ ଏବଂ କୁଶଳୀ ଏଆଇ ନିମନ୍ତେ ସହଭାଗୀ ଗ୍ଲୋବାଲ୍ ଭିଜନକୁ ସମର୍ଥନ କଲେ ୮୮ ଦେଶ ଓ ଅନ୍ତର୍ଜାତୀୟ ସଂଗଠନ● ମୁଖ୍ୟ ପରିଣାମ: ୭ଟି ସ୍ତମ୍ଭରେ ବିଶ୍ୱସ୍ତରୀୟ ମଞ୍ଚ, ସିଦ୍ଧାନ୍ତ ଏବଂ ସହଭାଗୀ ବ୍ୟବସ୍ଥା ଘୋଷଣା● ସମାନତା, ସୁଲଭତା ଏବଂ ବିଶ୍ୱ ସହଯୋଗ ଉପରେ ଆଧାରିତ
Read More...