Browsing Tag

pib news

ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

ନିଜର ୧୨ତମ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ପଞ୍ଜୀକରଣକୁ ସରଳ କରିବ ଏହି ପୋର୍ଟାଲପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଜର ଦ୍ୱାଦଶ ସ୍ୱାଧୀନତା ଦିବସ ନୂଆଦିଲ୍ଲୀ, (ପିଆଇବି) : ଭାଷଣରେ ଘୋଷଣା
Read More...

ଲାଲକିଲ୍ଲାରେ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଲେ ପଞ୍ଚାୟତ ପ୍ରତିନିଧି ; ଗ୍ରାମୀଣ ଭାରତର ଉତ୍ସାହ ପ୍ରଦର୍ଶିତ

ପଞ୍ଚାୟତ ପ୍ରତିନିଧିମାନଙ୍କ ସମ୍ମାନସମାରୋହରେ ‘‘ସଭାସାର"ର ଶୁଭାରମ୍ଭ ସହିତ ପଞ୍ଚାୟତ ଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ପ୍ରବେଶ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ "ନୂଆଭାରତ" ସହିତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି

• ଆମେ ଦିଲ୍ଲୀକୁ ବିକାଶର ଏମିତି ଏକ ମଡେଲ କରୁଛୁ, ଯାହା ବିକାଶଶୀଳ ଭାରତର ଭାବନାକୁ ପ୍ରଦର୍ଶିତକରିଥାଏ : ପ୍ରଧାନମନ୍ତ୍ରୀ• ଲୋକମାନଙ୍କର ଜୀବନକୁ ସହଜ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି, ଏହା ଏମିତି ଏକ ଲକ୍ଷ୍ୟ, ଯାହା ପ୍ରତ୍ୟେକ ନୀତି ଏବଂ ନିଷ୍ପତ୍ତିକୁ ମାର୍ଗଦର୍ଶନ କରେ :
Read More...

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାସ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଗ୍ରହୀ
Read More...

ଭାରତ ପାଳିଲା ହର ଘର ତ୍ରିରଙ୍ଗା, ୭.୫୦ କୋଟି ସେଲଫି ଅପଲୋଡ ହେଲା ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କଲେ…

ହର ଘର ତ୍ରିରଙ୍ଗା ଅଭିଯାନରେ ୧.୮ କୋଟିରୁ ଅଧିକ ସ୍ୱଚ୍ଛ ସୁଜଳ ଗାଁ ସାମିଲପରିମଳ ଓ ପାନୀୟ ଜଳ ବିଭାଗ ଏବଂ ଜଳଶକ୍ତି ଓ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ହର ଘର ସ୍ୱଚ୍ଛତା ଅଭିଯାନ ନାଗରିକ ଦାୟିତ୍ୱବୋଧତା, ପରିବେଶ ନେତୃତ୍ୱ ଓ ଜାତୀୟତା ମୂଲ୍ୟବୋଧର ପ୍ରତିଷ୍ଠାସ୍ୱେଚ୍ଛାକୃତ କର୍ଯ୍ୟକଳାପ
Read More...

ଆରଏନୟୁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ସମ୍ବଲପୁରୀ ନ୍ୟୁଜ୍ ବୁଲେଟିନର ଶୁଭାରମ୍ଭ

ଡିଡି ଓଡ଼ିଆରେ ସ୍ୱାଧୀନତା ଦିବସରେ ଉଦଘାଟନି ବୁଲେଟିନ ପ୍ରସାରଣ ନୂଆଦିଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସମ୍ବଲପୁରୀ-ଭାଷୀ ଅଞ୍ଚଳର ଅତିଥିମାନେ ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ସ୍ୱାଧୀନତା ଦିବସର ଐତିହାସିକ ଅବସରରେ, ଆଞ୍ଚଳିକ ସମାଚାର ୟୁନିଟ୍
Read More...

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ମୋର ପ୍ରିୟ ଦେଶବାସୀଗଣ,ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି । । ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି ।
Read More...

ସ୍ୱାଧୀନତା ଦିବସରେ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ : ଚାଷୀମାନେ ଭାରତର ମେରୁଦଣ୍ଡ

ନୂଆଦିଲ୍ଲୀ, (ପିଆଇବି) : ୭୯ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ ବୋଲି କହିଥିଲେ । ସେ ମନେ ପକାଇଥିଲେ ଯେ ଉପନିବେଶବାଦୀ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ : ସଂସ୍କାର, ଆତ୍ମନିର୍ଭରଶୀଳତା ଓ ପ୍ରତ୍ୟେକ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ । ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି
Read More...