Browsing Tag

patanagarh news

ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା । କେନେ ପ୍ଲସ୍‌ ହେଇଛେ, କେନେ ମାଇନସ୍‌ ହେଇଛେ । ଫେର୍‌ କେନ୍‌ଠାନେ ଘାଟ୍‌ ଗୁନ୍ଦାଲ୍‌ ଧରିଛେ । କିଏ ଜିତ୍‌ବା, କିଏ ହାର୍‌ବା କିଏ ହେବା ପାଟଣାଗଡ଼ ଏମ୍‌ଏଲ୍‌ଏ । ଭୋଟ୍‌ ସର୍‌ଲା
Read More...

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ରେ ଭୋଟ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ଭୋଟର ମାନଙ୍କ ମତଦାନରେ ଉତ୍ସାହ ରହିଥିବା ଶ୍ରୀମତୀ ସିଂହଦେଓ କହିଥିବା ବେଳେ ଭୋଟର୍‌ଙ୍କ
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସରୋଜଙ୍କ ପ୍ରଚାର୍‌ ଆହୁରି ଜୋର୍‌ ଧରୁଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ୨୫ ଜଣ ଯୁବକ ଆଜି ବିଜୁ ଜନତା ଦଳରେ ସାମିଲ୍‌ ହୋଇଥିବା ବେଳେ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଏବଂ ସରୋଜ
Read More...

ସଙ୍ଗୀତା ଓ କନକଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଲେ ରାଜସ୍ଥାନ ଉଦୟପୁର ରାଜକୁମାର ଲକ୍ଷରାଜ ସିଂ ମେୱାର ଓ ନିବୃତ୍ତି ସିଂ…

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଦୀର୍ଘ ୨୫ ବର୍ଷ ଧରି ବିଜେପିର ଗଡ଼ ଥିବାବେଳେ ଗତ ୨୦୧୯ ନିର୍ବାଚନରେ ଗଡ଼ଭେଦ କରିବାରେ ସକ୍ଷମ ହୋଇଥିଲା ବିଜେଡି । ବିଜେପି ସେହି ଗଡ଼କୁ ଫେରାଇ ଆଣିବା ପାଇଁ ଜୋର୍‌ଦାର୍‌ ପ୍ରୟାସ ଜାରି ରଖିଥିବା ବେଳେ ପ୍ରଚାର ମୈଦାନକୁ
Read More...

ଗାଁ ଗାଁରେ ସରୋଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବ୍ଲକ୍‌ କୁତ୍‌ମୁଣ୍ଡା, ଭଇଁସା ସହ ବେଲପଡ଼ା ବ୍ଲକ୍‌ର ମାଲିଝର ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ
Read More...

ଚାଷୀଙ୍କୁ ଜଣାନାହିିଁ : ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ

ପାଟଣାଗଡ, (ଅଶୋକ କୁମାର ବାଗ) : ଚାଷୀଙ୍କୁ ଜଣାନାହିିଁ, ଦେଖିଲା ବେଳକୁ ତାଙ୍କ ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ । ଋଣ ଖାତାରେ ଟମାଟୋ ଚାଷ ଦର୍ଶାଇ ଖାଇଗଲେ ଟଙ୍କା । ପାଟଣାଗଡ ବ୍ଲକ୍‌ ଗଙ୍ଗାସାଗର ଗ୍ରାମ ପଞ୍ଚାୟତ ସିଲେଟପଡା ଗାଁର ମନବୋଧ ମେହେରଙ୍କ ପାସବୁକ୍‌ରେ ଟମାଟୋ ଚାଷ ଦର୍ଶାଇ ୧, ୮୬,
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରୁଛି ସରୋଜଙ୍କ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖରାର ପ୍ରଚଣ୍ଡ ତାତି ସାଂଗକୁ ବଢ଼ୁଛି ନିର୍ବାଚନୀ ତାତି । ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀମାନଙ୍କ ପ୍ରଚାର ବି ପ୍ରଖର ହେବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ଜୋର୍‌ସୋର୍‌ ପ୍ରଚାର ପାଟଣାଗଡ଼ ନିର୍ବାଚନ
Read More...

ବିଜେପି ଛାଡ଼ି ପାଟଣାଗଡ଼ ବିଜେଡ଼ିରେ ଯୋଗଦେଲେ ୭୦ ଜଣ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକର ଦମକିପାଲି ଓ ଚୁଲାଦୋରୋ ଗ୍ରାମର ୭୦ ଜଣ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ପ୍ରତି ଅନୁପ୍ରାଣିତ ହୋଇ ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ
Read More...

ପାଟଣାଗଡ଼ରେ ସଂକଳ୍ପ ପତ୍ର ସହ ରିପୋର୍ଟ କାର୍ଡ ଜାରି କଲେ ସାଂସଦ ପ୍ରାର୍ଥୀ ସଂଗୀତା ଏବଂ ବିଧାୟକ ପ୍ରାର୍ଥୀ କନକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ପାଟଣାଗଡ଼ ଖମାରରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସଂକଳ୍ପ ପତ୍ର ଓ ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ।
Read More...

ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ପାଟଣାଗଡ଼ ବିଜେଡ଼ି ପକ୍ଷରୁ ବିରାଟ ବାଇକ୍‌ ରାଲି

ପାଟଣାଗଡ଼, (କେପିଏନ୍‌ଏସ୍‌) : ମାରାଥନ୍‌ ନିର୍ବାଚନ ପ୍ରଚାର କ୍ରମରେ ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ଡେ଼ାର୍‌ ଟୁ ଡେ଼ାର୍‌ ବୁଲି ନିଜ ସମର୍ଥକ ତଥା ବିଜେଡ଼ି ନେତା କର୍ମକର୍ତ୍ତାଙ୍କ ସହ ବିଧାୟକ ପ୍ରାର୍ଥୀ ସରୋଜ ମେହେର ବିଜେଡ଼ି ପ୍ରତି ସମର୍ଥନ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ
Read More...