Browsing Tag

paradwipa news

ମାସିକ ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଦେଶର ଅର୍ଥନିତୀ କୋଡିଭ୍‌ ମହାମାରୀ ଯୋଗୁଁ ଘଡିସନ୍ଧି ମୁହୁର୍ତ୍ତ ମଧ୍ୟ ଦେଇ ଗତି କରୁଥିବା ବେଳେ, ଚଳିତ ବର୍ଷର ପ୍ରଥମ ମାସ ପାରାଦ୍ୱୀପ ବନ୍ଦର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦର ସମୁଦାୟ ୧୧.୧୭ ନିୟୁତ
Read More...