Browsing Tag

padmapur news

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର : ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ
Read More...

ସମ୍ବଲପୁରୀ ଗଣବେଶ ପାଇଁ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଏବିଭିପିର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ରକୁ ନେଇ ପଦ୍ମପୁରରେ ବଢୁଛି ଚାହିଦା । ଗତ ଶନିବାର ଦିନ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସମ୍ବଲପୁରୀ ଗଣବେଶ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ସେହି ବିଷୟ ଆଉ ଗୋଟିଏ
Read More...

କାଠ ଭର୍ତ୍ତି ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଦହିତା କଲେଜଠାରେ କେନ୍ଦୁ ଗଣ୍ଡି ଚୋରି କରି ନେଉଥିବା (ଓଆର ୦୫ ଏଇ ୮୩୨୫) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨୫୦୦ କେଜି ହୋଇଥିବା ବେଳେ ଏହାର
Read More...

ନୃସିଂହନାଥ ରାମଚଣ୍ଡୀ ମନ୍ଦିର ୫ଟି ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କଲେ : ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଠାରେ କୁଲତା ସମାଜର ଇଷ୍ଟଦେବୀ ମାଁ ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ନବନିର୍ମିତ ହେଉଥିବା ମନ୍ଦିର ୫ଟି କାର୍ଯ୍ୟକୁ ଆଜି ସାଂସଦ ପ୍ରଦୀପ ପୁରୋହିତ ପରିଦର୍ଶନ କରିଥିଲେ ।
Read More...

ପବିତ୍ର ନୃସିଂହନାଥ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଚତୁର୍ଥ ପାଳିରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଭକ୍ତମାନେ ନୃସିଂହନାଥ ସ୍ଥିତ ଶିବ ମନ୍ଦିରରେ ଶିବପୂଜା ସହ ଜଳ ଲାଗି ପାଇଁ ଲମ୍ବା
Read More...

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋକନାଥ ଭୋଇଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ
Read More...

ମାତୃ ନିକେତନରେ ବିକାଶ ହସ୍ପିଟାଲର ଡାକ୍ତରମାନଙ୍କ ସ୍ଵେଚ୍ଛାକୃତ ଚିକିତ୍ସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ରାସ୍ତାରେ ଥିବା ସ୍ଵାଧୀନତା ସଂଗ୍ରାମୀ ବଡ଼ ମା ପାର୍ବତୀ ଗିରିଙ୍କ ପ୍ରତିଷ୍ଠିତ "କସ୍ତୁରବା ଗାନ୍ଧୀ ମାତୃ ନିକେତନ"ରେ ଶନିବାର ବରଗଡ଼ ବିକାଶ ହସ୍ପିଟାଲର ଦୁଇ ଜଣ ଡାକ୍ତରମାନେ ସ୍ଵେଚ୍ଛାକୃତ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ଗିବାହାଲ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ନିହାରୀକା ଦଳପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସମ୍ବଲପୁରୀ ଗଣବେଶ କରିବା ପାଇଁ ବୋଡ଼ାସମ୍ବର ମେହେର ଯୁବାମଞ୍ଚର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ର ହେଉଛି ପଶ୍ଚିମ ଓଡ଼ିଶାର ଅସ୍ମିତାର ପରିଚୟ । ଭୁଲିଆ ସମାଜର ବୁଣାକାରମାନେ ଦିନ ରାତି କଠିନ ପରିଶ୍ରମ କରି ସମ୍ବଲପୁରୀ ବସ୍ତ୍ର ତିଆରି କରିଥାନ୍ତି । ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଏହାର ବିକ୍ରି ମଧ୍ୟ ଭୁଲିଆ ସମାଜର
Read More...

ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ସୋନପୁରର ବରପୁତ୍ର ତଥା କୋଶଲି ଭାଷା ସାହିତ୍ୟ ସଂସ୍କୃତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନ । ବିଶିଷ୍ଟ କବି, ଲେଖକ ତଥା ଭାଷାବିତ୍ ସମ୍ବଲପୁରୀ ଭାଷାକୁ ପରିଚୟ ଦେଇଥିବା ସେଇ ମହାନ ବ୍ୟକ୍ତିତ୍ୱଙ୍କ
Read More...