ରକ୍ତଦାନ ଶିବିର ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ପଞ୍ଚୟତର ଅଭ୍ୟର୍ଥନା ଗୃହଠାରେ ଫ୍ରେଣ୍ଡ ଏ ହୋପ ଅନୁଷ୍ଠାନ ଏବଂ କୋଶଳ ସେନା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯେଉଁଥିରେ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ସଂଗ୍ରାମ ମିଶ୍ର ଏବଂ ତାଙ୍କ ଟିମ୍!-->…
Read More...
Read More...