Browsing Tag

padmapur news

ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ମହାବିଦ୍ୟାଳୟରେ ୨୦ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ
Read More...

କ୍ରିଡାବିତ୍ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ଡକ୍ଟର ମୁକେଶ୍…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆର୍ନ୍ତଜାତିୟ ମାଷ୍ଟର୍ସ୍ କ୍ରିଡାବିତ୍ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ଡ. ମୁକେଶ୍ ମହାଲିଙ୍ଗ । ପ୍ରକାଶ ଥାଉକି ଶ୍ରୀ ପଧାନ ଗତ ତୃତୀୟ ଖେଳୋ ଇଣ୍ଡିଆ ଜାତୀୟ ମାଷ୍ଟର୍ସ ଗେମ୍ ଦିଲ୍ଲୀଠାରେ ଆୟୋଜିତ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ଓ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ଶିଶୁ ବାଟିକା ବିଭାଗ ଶୈକ୍ଷିକ ସଂଯୋଜକ ଲୋକନାଥ ମିଶ୍ର ମୁଖ୍ୟ ଅତିଥି
Read More...

ଅନ୍ ଗୋଇଙ୍ଗ୍ କ୍ଷେତ ପୋଖରୀର ବକେୟା ବିଲ୍ ପାଇବାକୁ ହିତାଧିକାରୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀମାନେ ଗତ ବର୍ଷେ ହେଲାଣି ରାଜ୍ୟ ସରକାରଙ୍କ ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗରୁ କ୍ଷେତ ପୋଖରୀ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରି ଏ ଯାଏଁ ସେମାନଙ୍କ ବକେୟା ବିଲ୍
Read More...

ସୁପ୍ରଭା ଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ସକାଳ ୮ଟାରେ ପଦ୍ମପୁର ଅବସରପ୍ରାପ୍ତ ଜିଲ୍ଲା ଜଜ୍ ହରିହର ଶତପଥୀଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ଶତପଥୀ ପଦ୍ମପୁର ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କଲେ । ସେ ଜଣେ ଧର୍ମପରାୟଣା, ସହାନୁଭୂତି ସମ୍ପନ୍ନା, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି କେନ୍ଦ୍ରୀୟ ଟୋଲି ସଦସ୍ୟ ତଥା ଆର୍‌ଏସ୍‌ଏସ୍‌ ଜିଲ୍ଲା ସଂପର୍କ ପ୍ରମୁଖ
Read More...

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡିଶାର ଅସ୍ମିତାର ରୂପକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆଙ୍କ ଜନ୍ମ ଦିନ । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ଓ ସମ୍ପାଦକ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ କରି
Read More...

ପଦ୍ମପୁର ବିଧାନସଭାରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପର ବିଧାନସଭା ପଦ୍ମପୁରର ଟାଉନ ହଲ୍, ପାଇକମାଲର ଆଇଓସିଏଲ୍‌ ଗେଷ୍ଟ୍‌ ହାଉସ ଏବଂ ଝାରବନ୍ଧ ବ୍ଲକର ଡଭା ଗ୍ରାମର ସାହୁ କଲ୍ୟାଣ ମଣ୍ଡପଠାରେ ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ନାରୀଶକ୍ତି ବନ୍ଦନ ମୋଦୀଜୀଙ୍କ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପଦ୍ମପୁର ସରକାରୀ ଡାକ୍ତରଖାନାର ଡାକ୍ତର ରାଜୁ ନାଏକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ରାଜୁ ନାୟକଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ଜଣା ପଡ଼ିଛି ଯେ ଆଜି ଦିନ ବେଳା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ରୋଗୀସେବା କରିଥିଲେ । ଦିନ ଗୋଟାଏ ସମୟରେ ଡିୟୁଟି ସାରି ବରଗଡ଼ ଯାଇ ଫେରୁଥିଲେ ।
Read More...