ତେଲେଙ୍ଗାନାରେ ବନ୍ଧକ ପଢିଛନ୍ତି ମହିଳା, ଶିଶୁଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧୀନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ!-->…
Read More...
Read More...