ବୟସରେ ଦୁଇ ଭାଇଙ୍କ ଶତକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଧାରୋଲ ନିବାସୀ ଗୋବିନ୍ଦ ପ୍ରଧାନ (୧୦୬) ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ସାନ ଭାଇ ଶ୍ରୀପତି ପ୍ରଧାନ ୧୦୦ ବର୍ଷ ଅତିକ୍ରମ କରି ରେକର୍ଡ କରିଛନ୍ତି । ଗୋବିନ୍ଦ ପ୍ରଧାନ ୧୯୧୪ ମସିହାରେ ଧାରୋଲ ଗ୍ରାମରେ!-->…
Read More...
Read More...