ନୃସିଂହନାଥରେ କବିର ଜୟନ୍ତୀ ପାଳନ
				ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ପରିସରରେ ୧୨୭ତମ ସତଗୁରୁ କବୀର ସାହେବଙ୍କ ପ୍ରକଟ ଉତ୍ସବ କବୀର ପିଠଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୋଭାଯାତ୍ରା ଏବଂ ତୁଳସୀ କେ ଫୁଲ(ପଣ୍ଡୱାନି) କାର୍ଯ୍ୟକ୍ରମ ଅନୁଷ୍ଠିତ!-->…					
Read More...
				Read More...
