Browsing Tag

padampur news

ମହୁଲପାଲିର ଛାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁର ଜଣାଶୁଣା ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁଅ ଓମ୍‌ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ନିକଟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ
Read More...

ଚୋରା ମହୁଲ ଉପରେ ଅବକାରୀ ବିଭାଗର ଚଢାଉ : ପିକ୍‌ଅପ୍‌ ସହ ୩୮ କ୍ୱିଣ୍ଟାଲ ମହୁଲଫୁଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେଆଇନ ଭାବରେ ଚୋରା ମହୁଲ ଫୁଲ ବ୍ୟବସାୟୀମାନଙ୍କ ପ୍ରତି ଅବକାରୀ ବିଭାଗ ତୀକ୍ଷଣ ନଜର ରଖିଛି । ସୀମାନ୍ତରେ ଅବକାରୀ ବିଭାଗର ଅଧିକାରୀ ପଇଁତରା ମାରୁଥିବା ବେଳେ ଝାରବନ୍ଧ ଅଂଚଳରୁ ଚୋରାରେ ଛତିଶଗଡ ରାଜ୍ୟକୁ ଯାଉଥିବା ନମ୍ବର ବିହୀନ ପିକ୍‌ଅପ୍‌ ୪୦୭କୁ
Read More...

ମରଣଯନ୍ତା ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ : ଶୀଘ୍ର ମରାମତି ନ କଲେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭାଙ୍ଗଖୁଟି ଛକ ପାଖରେ ଥିବା ସହଭାଗୀ ବିକାଶ ଅଭିଯାନ କେନ୍ଦ୍ର ପାଖରେ ବିଜୁ ଏକ୍ସପ୍ରେସ ସଡ଼କ ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗ ତରଫରୁ ହେଉଥିବା ଉକ୍ତ କାମକୁ ଠିକାଦାର ତଥା ଯନ୍ତ୍ରୀ ଠିକ ଭାବେ ନିର୍ମାଣ କରୁନଥିବା ଯୋଗୁଁ ସାଧାରଣ
Read More...

ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ପଦ୍ମଶ୍ରୀ ହଲଧର ନାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡର ରାଜଧାନୀ ରାୟପୁର ଠାରେ ଆୟୋଜିତ ତ୍ରି-ଦିବସୀୟ "ରାଷ୍ଟ୍ରୀୟ ଜନଜାତି ସାହିତ୍ୟ ମହୋତ୍ସବ"ର ଉଦ୍‌ଘାଟନୀ ସମାରୋହରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆଦିବାସୀ ଜନଜାତି
Read More...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକଠାରେ ଏକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆଜାଦି କି ଅମୃତ ମହୋତ୍ସବ) ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରବିଣ କୁମାର ବଣୁଆ ବିଡ଼ିଓ, ମନୋଜ କୁମାର
Read More...

ଶିକ୍ଷା ଜ୍ୟୋତି ସ୍ଥାପନ ସହ ଆରମ୍ଭ ହେଲା ପ୍ଲାଟିନମ ଜୁବୁଲି ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଭାବରେ ବେସ ସୁନାମ ଅର୍ଜନ କରିଥିବା ତଥା ସମାଜକୁ ବହୁ ବିଶିଷ୍ଟ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତୃତ୍ୱ, ଗଣମାଧ୍ୟମ ତଥା ସାମରିକ ଅଧିକାରୀ ସୃଷ୍ଟି କରି ଦେଇଥିବା ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୭୫
Read More...

ଆଜାଦି କା ଅମୃତ ମହୋତ୍ସବ ପାଳନ : ଶହିଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲା ବରଗଡ଼ ଜିଲ୍ଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ଶହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲା
Read More...

ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ବିକାଶ, ଶ୍ରମ, ନିଯୁକ୍ତ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦ୍‌ଘାଟନ କରିବେ ।
Read More...

ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସରେ ଏହି ଭବ୍ୟ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଛି । ବୈଠକରେ
Read More...

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଗତକାଲି ରାତି ପ୍ରାୟ ୧୦ ଟା ୩୫ ମି ସମୟରେ (୭୪) ବର୍ଷ ବୟସରେ ପାଇକମାଲଠାରେ ପରଲୋକ ହୋଇଯାଇଛି ।
Read More...