Browsing Tag

padampur news

ପଦ୍ମପୁରରେ ଧୂମଧାମରେ ଥାଳ ଉଠା

ଶୁଭ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହେଲା ରାମେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବର ପ୍ରସ୍ତୁତି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିତଳଷଷ୍ଠୀ ଉତ୍ସବର ଅଭିନ୍ନ ଅଂଶ ଥାଳ ଉଠା ବୃହତ୍ ଧୂମଧାମ ସହିତ ଅନୁଷ୍ଠିତ ହେଲା । ଅକ୍ଷୟ ତୃତୀୟାର ଶୁଭମୁହୂର୍ତ୍ତରେ ଲୋକ ଧାର୍ମିକ ଉତ୍ସାହରେ
Read More...

ସର୍ବୋପରି ରାଷ୍ଟ୍ର ଗଠନ ଆମର ମୁଖ୍ୟ ଲକ୍ଷ୍ୟ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ପ୍ରାରମ୍ଭରେ ଜ୍ଞାନ ଯଜ୍ଞ ପରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ କର କମଳରେ ଉଦ୍‌ଘାଟନ କରି ସର୍ବୋପରି ରାଷ୍ଟ୍ର ଗଠନ କରିବା ପାଇଁ ସମର୍ପିତ
Read More...

ଲଖମରାରେ ବଜ୍ରପାତ ପରିବାରର ୨ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରାରେ ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ । ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର । ଆଜି ସକାଳୁ ସାମାନ୍ୟ ବର୍ଷା ପାଗ ଲାଗି ରହିଥିବା ବେଳେ ଉଭୟ ମାଁ ପୁଅ ନିଜର ଚାଷ ଜମିକୁ ଯାଇଥିଲେ
Read More...

ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗି ହେଲା ପଖାଳ ଭୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଭୁ ନୃସିଂହନାଥଙ୍କ ଠାରେ ବୁଧବାର ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି । ଏହି ପ୍ରାଚୀନ
Read More...

ସଂସ୍କୃତ ଶିକ୍ଷକ ଗୁପ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋରସମ୍ବର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୁପ ସାହୁ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ସେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନରେନ୍ଦ୍ରଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । ଡାକ୍ତର ଜଣକ ହେଲେ ନରେନ୍ଦ୍ର ତ୍ରିପାଠୀ । ମଙ୍ଗଳବାର ସମୟ ପ୍ରାୟ ଦଶଟା ତିରିଶ ମିନିଟ ପାଖା ପାଖି ବୁକୁରାମୁଣ୍ଡା
Read More...

ଅଲେଖ ଚନ୍ଦ୍ର ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ବ୍ରାହ୍ମଣ ପଡା ନିବାସୀ ତଥା ଅବସର ପ୍ରାପ୍ତ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶଙ୍କ ୭୮ ବର୍ଷ ବୟସରେ ନିଜସ୍ୱ ପଦ୍ମପୁର ବାସ ଭବନରେ ପରଲୋକ ଘଟିଛି । ସେ ତାଙ୍କ ପଛରେ ସ୍ତ୍ରୀ ସନ୍ତୋଷିନୀ ପୁଅ ଅନନ୍ତ, ଅଜିତ ପୁତ୍ରବଧୁ ୨ଝିଅ
Read More...

ଅଜଣା ଗାଡ଼ି ଧକ୍କାରେ ଗୁରୁତର ଶିଶୁ : ପୋଲିସର ନିଷ୍କ୍ରିୟତା ପାଇଁ ଥାନା ଘେରାଉ କଲେ ଖଇରପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ତାହାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ନିଶାସକ୍ତ ଡ୍ରାଇଭର ମାନେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ କ୍ଷୟକ୍ଷତି ଘଟୁଛି । ଅନେକ ଧନଜୀବନ ନଷ୍ଟ ମଧ୍ୟ ହେଉଛି
Read More...

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି । ସେ ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର ଇଞ୍ଜିନିୟର ଅଙ୍କିତା ଶତପଥି । ଟିସିଏସ ୱାର୍ଲଡ ଟେନକେ
Read More...

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ, ଅଙ୍କୁରାରୋପଣ, ଗଙ୍ଗା ନିମନ୍ତ୍ରଣ, କଳସ ଯାତ୍ରା, ପାରାୟଣ ପଠନ, ୨୪
Read More...