Browsing Tag

padampur news

ଦଶାବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାହୁପଡା ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା' ମନ୍ଦିରଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାରର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳାରେ ପରିଚିତ ସାରା ସଂସାର । ସତ୍ୟରୁ ତ୍ରେତୟା
Read More...

ପ୍ରଦୀପ ପୁରୋହିତଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଲଖମରାଠାରେ ତରଣୀସେନ ପ୍ରଧାନଙ୍କ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦାନ କରି
Read More...

ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ମାତୃନିକେତନ ପାଇକମାଲରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗଗୁରୁ ଦେବଦର୍ଶନ ତ୍ରିପାଠୀ ଯୋଗ ଦେଇ ଅନୁଷ୍ଠାନର ଅନ୍ତେବାସୀଙ୍କୁ ଅତି ସୁନ୍ଦର ଭାବରେ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ଝାରବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଝାରବନ୍ଧ ଶିଶୁ ମନ୍ଦିରରେ ଯୋଗ ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଯୋଗ ଗୁରୁ କୁମାର ଗୌରବ ବେହେରା ଯୋଗଦେଇ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମାଙ୍କୁ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ
Read More...

କୁଲତା ସମାଜ ଯୁବ ସଂଗଠନ ତରଫରୁ ଥଣ୍ଡା ପାନୀୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ରଥଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଜାଗ୍ରତ ହୋଇଥିବାରୁ ନୃସିଂହନାଥଠାରେ ହଜାର ହଜାର ଭକ୍ତଙ୍କ
Read More...

ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ ବୋଲି ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ମତ ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ଦେବଦେବ ମହାଦେବ ଆଶୁତୋଷ ଓ ଗିରିରାଜ ନନ୍ଦିନୀ ମା' ପାର୍ବତୀଙ୍କ ପବିତ୍ର ବିବାହ ହୋଇଛି
Read More...

ସିନିୟର୍ ଫେଲୋସିପ୍‌ ପାଇଁ ମନୋନୀତ ହେଲେ ମିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ, ନୂଆଦିଲ୍ଲୀ ପକ୍ଷରୁ ସିନିୟର୍ ଫେଲୋସିପ୍‌ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ନିବାସୀ ପିତା ସ୍ୱର୍ଗତ ହରିଶ୍ଚନ୍ଦ୍ର ତିୱାରୀ ମାତା ରାଜକୁମାରୀ ତିୱାରୀଙ୍କ ସୁପୁତ୍ରୀ ସୁଶ୍ରୀ ମିତା ତିୱାରୀ ମନୋନୀତ ହୋଇଛନ୍ତି ।
Read More...

ଝାରବନ୍ଧରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଡ଼ିଆଠାରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଝାରବନ୍ଧ ଏବଂ ନେହେରୁ ଯୁବ ସଂଗଠନ, ବରଗଡ଼ ଯୋଗ ମହୋତ୍ସବ ସମିତି ଝାରବନ୍ଧର ମିଳିତ ଆନୁକୂଲ୍ୟରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଝାରବନ୍ଧ ବ୍ଲକରୁ ବିଭିନ୍ନ
Read More...

ପଦ୍ମପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି ପଦ୍ମପୁର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ବାସ କରୁଥିବା ଭେଉଁରିଆ ଗ୍ରାମର ଚାର୍ଟେଡ ଆକାଉଣ୍ଟେଣ୍ଟ ମାଧବ ସାହୁ ମୁଖ୍ୟ ଅତିଥି ତଥା
Read More...

ଢୋଲ ନିଶାନ ବାଦ୍ୟରେ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ତରଫରୁ କୃତକାର୍ଯ୍ୟ ହୋଇଛନ୍ତି ଅରବିନ୍ଦ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମର ଅରବିନ୍ଦ ପାତ୍ର ବୟସ ୧୫ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ଟ୍ରେନିଂ ତରଫରୁ ଓଡ଼ିଶା ସମ୍ବଲପୁରୀ ଢୋଲ ନିଶାନ ବାଦ୍ୟରେ କୃତକାର୍ଯ୍ୟ ହୋଇଛନ୍ତି । ପଦ୍ମପୁରର ଢୋଲ ନିଶାନ ବାଦକ ଗୁରୁ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁଙ୍କ
Read More...