Browsing Tag

padampur news

ନୃସିଂହନାଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ବୈଠକ

ନକଲି ଆଦିବାସୀ ହଟାଓ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ବରଗଡ଼ ଜିଲ୍ଲା ତରଫରୁ ପାଇକମାଲ ବ୍ଲକ୍ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ନୃସିଂହନାଥଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଞ୍ଜିବ ବରିହା ପିତା
Read More...

ସମାଜସେବା ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ : ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି ଅଧିନସ୍ଥ ଲଖମରା ପଞ୍ଚାୟତ ଧୁମାଭଟା ଗ୍ରାମର ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର । ସେ ପେଶା ଓ ନିଶାରେ ସାଜିଛନ୍ତି ପ୍ରକୃତି ପ୍ରେମୀ ଏବଂ ସମାଜସେବୀ । ତାଙ୍କ ଦୋକାନ ସମ୍ମୁଖରେ ଦେଖିବାକୁ ମିଳେ ରଙ୍ଗ ବେରଙ୍ଗର
Read More...

ଦୁଇ ଛେଲି ଚୋର ଗିରଫ : ଚୋରି ସାମଗ୍ରୀ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧୦ ତାରିଖ ମଧ୍ୟ ରାତ୍ରିରେ ଅଜଣା ବ୍ୟକ୍ତି ପ୍ରାୟ ୨୫ ହଜାର ଟଙ୍କା ମୂଲ୍ୟର ଛେଲି ଚୋରି କରି ନେଇଥିବା ବୁଡେନ ଥାନା ଦହିଗାଁର କାର୍ତ୍ତିକ ବରିହା ବୁଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କାର୍ତ୍ତିକ ବରିହାଙ୍କ ଅବିଯୋଗ ଅଧାରରେ ବୁଡେନ ଥାନାରେ ଏକ
Read More...

ତେଜିଲା ପଦ୍ମପୁର ଜିଲ୍ଲା ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରସ୍ତାବିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ପଦ୍ମପୁର ଓକିଲ ସଂଘ କନଫେରେନ୍ସ ହଲଠାରେ ଦିନ ୩ଟା ସମୟରେ ପଦ୍ମପୁର ଜିଲ୍ଲା ଆନ୍ଦୋଳନ ବିଷୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଲକ
Read More...

ଭୋଟ ଦାନକେନ୍ଦ୍ର କରିବା ପାଇଁ ଉପଜିଲ୍ଲପାଳଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟ ଦାନ କେନ୍ଦ୍ର । ନିଜ ଗାଁରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମବାସୀ ।
Read More...

କେର୍ମେଲାବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ

ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ଗଛ ଲଗାଇ ଜଙ୍ଗଲକୁ ବଞ୍ଚାଇବାକୁ ପଡିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଆରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ
Read More...

ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବିଜ୍ଞାନ ଓ ଇଂରାଜୀ ବିଭାଗର ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ବିଭାଗରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ଏବଂ ଇଂରାଜୀ
Read More...

ପାଇକମାଲ, ନୃସିଂହନାଥ, ପଦ୍ମପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ
Read More...

ନମିତା ସାହୁ ସିସିଆର୍‌ଟି ବୃତ୍ତି ପାଇ ଆଣିଲେ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ନମିତା ସାହୁ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ସଚେତନ ହେମା ଅନୁଷ୍ଠାନ ଓ
Read More...

ପାଇକମାଲ ସମସ୍ୟା : ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଅବସ୍ଥିତ ପାଇକମାଲ ସହରର ମୁଖ୍ୟରାସ୍ତା, ଗଳିକନ୍ଦିର ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଯେତେ ଯାହା ସମସ୍ୟାକୁ ପଞ୍ଚାୟତ ସମିତିରେ ଉପସ୍ଥାପନ କଲେ ମଧ୍ୟ ଜନ
Read More...