Browsing Tag

padampur news

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଲୋକନାଥ ଭୋଇ (ଉପଖଣ୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଶାଲ ସ୍ଥାପନା କରି
Read More...

ଆଳାପ – ୨୦୨୩ ଓଡ଼ିଶୀ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ଆଳାପ ଟ୍ରଷ୍ଟବ ବୋର୍ଡ ତରଫରୁ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ୍ ହଲରେ ଏକ ମନୋଜ୍ଞ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ସଭାରେ ମୁଖ୍ୟ ଅତିଥି ଭାବେ ବିନାୟକ
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକ ଘେରାଉ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକକୁ ଘେରାଉ ‌କରିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି । ଝାରବନ୍ଧଠାରେ ବିଜେପିର ବିଶାଳ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଲେଗାନ ଦେଇ ସମଗ୍ର ସହର ପରିକ୍ରମା
Read More...

ପଦ୍ମପୁର ଉପଖଣ୍ଡରେ କୋସଲ ମହାବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲାଞ୍ଚଲ ପ୍ରତି ହେଉଥିବା ବୈମାତୃକ ମନୋଭାବ ସହ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ୍ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବୀରେ ପଶ୍ଚିମ୍ ଓଡିଶାର ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ୍ ଡାକରା ଦିଆଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
Read More...

ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ୱବ୍ୟାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ୟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ
Read More...

ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘର ପ୍ରେସ ଦିବସ ପାଳନ

ଭୀଷ୍ମଦେବ ପଣ୍ତାଙ୍କୁ ଶ୍ରଦ୍ଧାଞ୍ଜଳି, ସାମ୍ବାଦିକ ଲାଲ ବିହାରୀ ମିଶ୍ର ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ପ୍ରେସ ଦିବସ ପାଳନ କରାଯାଇଥିଲା । ଏଥିରେ ସଂଘର ସଭାପତି ବଡ ଶତପଥି
Read More...

୧୪ତମ ହଷ୍ଟେଲ ପ୍ରିମିଅର ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆରେ ବାଳକ ଛାତ୍ରବାସର ୧୪ତମ ହଷ୍ଟେଲ ପ୍ରିମିଅର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଛାତ୍ରବାସର ଅଧ୍ୟକ୍ଷକ ପ୍ରାଧ୍ୟାପକ ଡ.ବିରଞ୍ଚି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସହ
Read More...

ବରିଷ୍ଠ ନାଗରିକଙ୍କ ସାଇବର ସୁରକ୍ଷା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିଷ୍ଠ ନାଗରିକମାନଙ୍କ ସାଇବର ସୁରକ୍ଷା ସଚେତନତା ଓ ଡିଜିଟାଲ ଲିଟ୍ରେସି ସଂପର୍କରେ ଏକ କର୍ମଶାଳା ହେଲ୍ପଏଜ୍ ଇଣ୍ଡିଆ ଏନ୍‌ଜିଓ ଦ୍ୱାରା ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲାର ବରିଷ୍ଠ ନାଗରିକ ସଂଘର ଜିଲ୍ଲା
Read More...

ଜଳନ୍ଧର ବଧ ସହ ଶ୍ୟାମା ଜ୍ୟୋତି ମହୋତ୍ସବ ଉଦ୍‌ଯାପିତ

କଳାକାର ଓ ପ୍ରତିଭାଧାରୀ ହେଲେ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲରେ ଚାଲିଥିବା ପଞ୍ଚ ଦିବସୀୟ ଶ୍ୟାମା ଜ୍ୟୋତି ମହୋତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ପ୍ରବଳ ଭିଡ଼ଥିବା ଶେଷ ରଜନୀରେ ଜଳନ୍ଧର ବଧ ଦୃଶ୍ୟ ପରିବେଷିତ ହେବା ସହ ଅଞ୍ଚଳର
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “କ୍ୟାରିଅର କାଉସିଲିଙ୍ଗ” ଓ କାର୍ଯ୍ୟାଳୟ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସୁପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଲଗାତାର ଭାବେ ଛାତ୍ରୀମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ଉନ୍ନତି ସକାଶେ କାର୍ଯ୍ୟକ୍ରମ ମାନ
Read More...