Browsing Tag

padampur news

୧୨୦ ଲିଟର ରନ୍ଧାମଦ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳରେ ରନ୍ଧାମଦ ବିକ୍ରି ରୋକିବା ପାଇଁ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଶ୍ୱସ୍ତ ସୂତ୍ରରୁ
Read More...

ସ୍ୱର୍ଗତ ଶ୍ରୀପତି ସାହୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ପୂଜା କମିଟିର ବୟୋଜେଷ୍ଠ ସଦସ୍ୟ ସ୍ୱର୍ଗତ ଶ୍ରୀପତି ସାହୁଙ୍କ (୭୭) ଗତ ୨୯ ତାରିଖ ବୁଧୁବାର ଦିନ ସ୍ୱର୍ଗରୋହଣ କଲେ ତାଙ୍କର ଅମରଆତ୍ମା ଶାନ୍ତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।
Read More...

ପଦ୍ମପୁରରେ ଚାରିଦିନିଆ ଓଡିଶୀ ନୃତ୍ୟ ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦ୍ଵିତୀୟ ଦିନରେ ସ୍ୱନାମ ଧନ୍ୟ ଓଡିଶୀ ନୃତ୍ୟ ଶିଳ୍ପୀ ବସନ୍ତ ସାହୁ ଓଡିଶୀ ନୃତ୍ୟ କର୍ମଶାଳାରେ ପହଂଚି ମା' ବାକଦେବୀ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ସୁଶ୍ରୀ ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ
Read More...

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଆଜି ରିଟାର୍ମେଣ୍ଟ ବେନିଫିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ
Read More...

ପଦ୍ମପୁରରେ ଚାରି ଦିନିଆ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦ୍‌ଘାଟିତ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁକ୍ରବାର ଦିନ ସକାଳ ୯ଟା ସମୟରେ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ୍‌ ହଲ୍‌ ଠାରେ ଚାରି ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ଅତିରିକ୍ତ ଜିଲ୍ଲପାଳ କୁନାଲ ମୋତିଲାଲ ଚୌହାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ପ୍ରାଣ
Read More...

ପାଇକମାଲ ଟାଟାପାୱାର ଗ୍ରୀଡ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟାପାୱାର ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଶୁକ୍ରବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଏସ୍‌ଡିଓ ମନରଞ୍ଜନ ନାୟକ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଜେ. ଜେ. ଇ. ଶ୍ରୀକାନ୍ତ
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉଚ୍ଚ ମାର୍କ ରଖିଥିବା ୪ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି
Read More...

ପଦ୍ମପୁରରେ ଘନ ଘନ ବିଜୁଳି କାଟ : ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଅଞ୍ଚଳ ପ୍ରବଳ ଖରା ଓ ଝାଞ୍ଜି ପବନରେ ସିଝୁଥିବା ବେଳେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇ ପଡିଛି । ଫଳରେ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି । ବରଗଡ଼ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ
Read More...

ବରଗଡ଼ ଜିଲ୍ଲା ଚାଷୀ ପୁଅ ନୂଆପଡା ଜିଲ୍ଲାରେ ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ର୍ବୋଡ ପରିକ୍ଷା ଫଳ ପ୍ରକାଶ ପାଇଛି । ନୂଆପଡା ଜିଲ୍ଲାର ବେଲଟୁକ୍ରି ହାଇସ୍କୁଲର ଜୟପ୍ରକାଶ ସାହୁ ମାଟ୍ରିକ ପରୀକ୍ଷା ମୋଟ ୬ ଶହରୁ ୫୫୨ ନମ୍ବର ମାର୍କ ରଖି ନୂଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଜୟପ୍ରକାଶ
Read More...

କେନ୍ଦୁପତ୍ର ବିଭାଗରେ ଭତ୍ତା ପାଉଥିବା ବୟସ୍କ ମହିଳାମାନଙ୍କୁ କାମରେ ଲଗାଇ ମାଲେ ମାଲ୍‌ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ସାନସାହାଜବାହାଲ କେନ୍ଦୁପତ୍ର ଫଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଚଣ୍ଡ ଖରାରେ ବୟସ୍କ ବୃଦ୍ଧା ମହିଳା ଯେଉଁମାନେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଉଛନ୍ତି
Read More...