Browsing Tag

padampur news

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ୨୦୨୪ ଶେଖ ଫାଇଟର୍ସ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ୨୦୨୪ ମହାସମାରୋହରେ ସମାପ୍ତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୮ଟି ଦଳ ଭିତରେ ଖେଳା ହେଉଥିଲା ଏହି ପ୍ରିମିୟର…
Read More...

ଯୁବ ସାମ୍ବାଦିକ ମନୋଜ ଭୋଇଙ୍କ ମାତା ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତାର ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତୀ ଭୋଇ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ପରାକାରୀ, ଭାଗବତ ପ୍ରେମୀ, ନିଷ୍ଠାବାନ ମହିଳା ଭାବରେ ପରିଚିତ ଥିଲେ । ମୃତ୍ୟୁ ସମୟରେ ଦୁଇପୁତ୍ର ମନୋଜ କୁମାର ଭୋଇ, ଗୌରଚନ୍ଦ୍ର…
Read More...

ଅଲୋଡା ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଞ୍ଚାୟତ ସମିତି ଭେଙ୍ଗରାଜପୁର ପଞ୍ଚାୟତର ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ ଅଲୋଡ଼ା ହୋଇପଡି ରହିଛି । ଏହି ଲକ୍ଷ୍ମୀ ବସଷ୍ଟପକୁ ଦେଖିଲେ ଯେ କେହିବି ଦ୍ୱନ୍ଦରେ ରହିଯିବ କାରଣ ବସଷ୍ଟପଟି ଭୁଲିଆବନ୍ଦ ଛକ ପାଖରୁ ୩୦୦ ମିଟର…
Read More...

ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ସର୍ଗିଫୁଲ କାର୍ଯ୍ୟକ୍ରମରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରଡୋଲ ଆଶ୍ରମ ବିଦ୍ୟାଳୟରେ ସର୍ଗିଫୁଲ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସେଥି ମଧ୍ୟରୁ ନୃସିଂହନାଥ ଏସ୍‌ଏସ୍‌ଡି…
Read More...

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ମାଁ ଲକ୍ଷ୍ମୀ ରାଇସ ମିଲ୍‌ ଦ୍ୱାରା ଆୟୋଜିତ ଅଖଣ୍ତ ପ୍ରହର ନାମଯଜ୍ଞ ଆଜି ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ନାମଯଜ୍ଞ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଦୀର୍ଘ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ : ଜଣେ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ପଦ୍ମପୁର ରାସ୍ତା ଝାରମୁଣ୍ତା ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବାର ଜଣାପଡିଛି । ପାଇକମାଲ ଥାନା ମିଠାପାଲି ପଞ୍ଚାୟତ ବୁଟୁରଖମାର ଗ୍ରାମର ପୁନିତ ମୁନା (୨୨) ଓ ଅଭିନାସ ମୁନା…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷା ବିକାଶ ସମିତି, ବିହ୍ଵତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ…
Read More...

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଗଡଭାଟି ଛକ୍ ନିକଟରେ ଏକ ବାଇକ୍ ଚାଲକ ସାଇକେଲ ଆରୋହୀଙ୍କ ଧକ୍କାକୁ ଦେବାରୁ ସାଇକେଲ ଆରୋହୀଙ୍କ ଜଣେ ମୃତ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ବୁବୁଡା ଗ୍ରାମ ବାବନ ବିଶି (୫୦) ସେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ…
Read More...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ୍‌ ୮ ଗୋଟି ଦଳ ମଧ୍ୟରେ ଖେଳା ହେବ ଏବଂ ଏହି ପ୍ରିମିୟର…
Read More...

ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟାର ଶିଶୁ ମେଳା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜ ବୋଡ଼ାସମ୍ବର ବ୍ଲକ ଓଷ୍ଟା ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଶିଶୁମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ପାଦକ ରବିନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି…
Read More...