Browsing Tag

padampur news

ପଦ୍ମପୁର କଣ୍ଟାପଡ଼ା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର କଣ୍ଟାପଡା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ବ ହୋଇଯାଇଛି । ଆଜି କଳସ ଅଧିବାସ ବିଲ୍ଵବରଣ ହୋଇ ଘଟ ସ୍ଥାପନ ହୋଇଛି ଏହି ପୂଜା ଆସନ୍ତା ୧୩ ତାରିଖ ଦିନରେ ପୂର୍ଣ୍ଣାହୁତି ହେବ ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ
Read More...

ଦୂର୍ଗାପୂଜା ସପ୍ତମୀ ଦିନରେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ସକାଶେ କାଳରାତ୍ରୀ ବେଶରେ ମାଁ ଦର୍ଶନ ଦେଲେ ମାଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ଦୂର୍ଗାପୂଜାରେ ଆଜି ସପ୍ତମୀ ଦିନରେ ଅକାଳ ମୃତ୍ୟୁରୁ ମଣିଷ ସମାଜକୁ ବଞ୍ଚିତ କରିବା ପାଇଁ ମାଁ କାଳରାତ୍ରୀ ବେଶରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ଆଜି ମାଁ
Read More...

ବିଷାକ୍ତ ଯୁକ୍ତ ଫଳମୂଳ ଯାଂଚ କରାଯାଉ ବୋଲି ଉପ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଚ୍ଛତା ହିଁ ସେବା । ସ୍ୱଚ୍ଛତା ହିଁ ମଣିଷକୁ ନିରୋଗ ରଖିଥାଏ । କିନ୍ତୁ ଖାଦ୍ୟ ପଦାର୍ଥ, ପାଣି, ପବନ ସବୁ ସ୍ୱଚ୍ଛତା ଅଭାବରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାରେ ଜଣାପଡ଼ିଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସବୁ ପରିବେଶକୁ
Read More...

ସଭାକୁ ଡାକି ଅଧିକାରୀଙ୍କୁ ତାଗିଦ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁର୍ଲୁପାଲି ଗ୍ରାମରେ ସଦସ୍ୟତା ଅଭିଯାନ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଞ୍ଚଳବାସୀ ବିଭିନ୍ନ ଅଭିଯୋଗ କରିଥିବା ବେଳେ ଯନ୍ତ୍ରୀଙ୍କୁ
Read More...

ପଦ୍ମପୁର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ନର୍ଦ୍ଦମା ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟର ମୁଖ୍ୟଦ୍ଵାର ସମ୍ମୁଖରେ ନର୍ଦ୍ଦମା ପାଣି ଭାସୁଛି । ନିକଟସ୍ଥ ନଳକୂପର ବ୍ୟବହୃତ ପାଣି ଯିବାପାଇଁ କୌଣସି ନାଳ ନଥିବା ଯୋଗୁଁ ସେହି ମଇଳା ପାଣି ଗେଟ୍‌ ସମ୍ମୁଖରେ ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି
Read More...

ପଦ୍ମପୁର ଶାରଦୀୟ ନବରାତ୍ରୀ ଦୂର୍ଗାପୂଜା

ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମାଁ ବନଦୂର୍ଗା ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗା ଆଜି ଷଷ୍ଠ ଦିନରେ କତ୍ୟାୟନୀ ବେଶରେ ମାଁ ଦର୍ଶନ ଦେଇଛନ୍ତି । ମାତା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି, ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳୀପୁତ୍ରୀ ପର୍ବତ ରାଜା ହିମାଳୟଙ୍କ
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିକୁ ମିଳିଲା ସତ୍ୱାଧିକାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ୧୦ ଗ୍ରାମକୁ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଇକମାଳ
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିର ସତ୍ୱାଧିକାର ମିଳିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ୧୦ ଗ୍ରାମକୁ ସୋମବାର ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ
Read More...

ପାଇକମାଲରେ ସମ୍ପୂର୍ଣ୍ଣତା ଅଭିଯାନ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଏନେଇ ବ୍ଲକ ମିଟିଙ୍ଗ ହଲରେ ଅନୁଷ୍ଠିତ ସଭାରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ସଭାପତିତ୍ୱ କରିଥିବା ବେଳେ ବରଗଡ ସାଂସଦ ପ୍ରଦୀପ
Read More...

କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କର୍କଟ ସଚେତନତା ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । କର୍କଟ ରୋଗ ସଚେତନତାର ଗୁରୁତ୍ଵ ବିଷୟରେ ଅଧ୍ୟକ୍ଷାଙ୍କ ଉଦ୍‌ବୋଧନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା
Read More...