Browsing Tag

padampur news

ସନ୍ଧ୍ୟାକାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦହିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାରାୟଣ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ କ୍ଲଷ୍ଟର ସ୍ୱର୍ଗତ ବିଭୁତି ଶତପଥୀଙ୍କ ପାଇଁ…
Read More...

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଓ ବର୍ଣ୍ଣାଳୀ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଓ ବର୍ଣ୍ଣାଳୀ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସଭା ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ…
Read More...

ମହାମାୟା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମହାମାୟା ପବ୍ଲିକ ସ୍କୁଲର ଦଶମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ସର୍ଟଫୁଟ, ସ୍ପୁନରେସ, ମେଥ…
Read More...

ବିରାଟ ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହେଲା ପଦ୍ମପୁର ଲୋକ ମହୋତ୍ସବ

ଯୋଗଦେଲେ ୫୦ ଗାଁର ଝାଙ୍କର, ୩୮ ସାଂସ୍କୃତିକ ଦଳ, ୩୦୦ କଳାକାର ପଦ୍ମପୁର, (ନିରୋଜ କୁମାର ପାଣ) : ଆଜି ତିନିଶହ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବରର ପ୍ରତିଷ୍ଠିତ ପଦ୍ମପୁର ଲୋକ ମହୋତ୍ସବ ତାର ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହୋଇଛି । ସ୍ଥାନୀୟ କଳାକାର ସମେତ ୫୦ ଗୋଟି…
Read More...

ସହୀଦ ବୀର ମାଧୋ ସିଂଙ୍କ ବୀରତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଂଘ ତରଫରୁ ବ୍ଲକ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ପାଇକମାଲ ବ୍ଲକ ଭେଙ୍ଗରାଜପୁରୁ ଗ୍ରାମ ପଞ୍ଚାୟତ ପିପଲପାଲି ଠାରେ ପାଇକମାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସଭାପତି ସମ୍ପାଦକ…
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ଏଥର ୫ଦିନ ଧରି ପ୍ରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ା ସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ…
Read More...

ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟ ପକ୍ଷରୁ ପ୍ରକୃତି ପରିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ପ୍ରତିଷ୍ଠାନ ପାଇକମାଲ ପକ୍ଷରୁ ଅଞ୍ଚଳ ମିଠାପାଲି ଗାଁ ଏବଂ ଅନ୍ୟ କେତେକ ଗାଁରେ ପ୍ରକୃତି ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ୨୪…
Read More...

ଗୀତା ଦେବୀ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କହ୍ନେଇ ଲାଲ ଅଗ୍ରୱାଲଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପରେ ଶ୍ରୀମତୀ ଅଗ୍ରୱାଲଙ୍କ ଦୁଇ ଚକ୍ଷୁକୁ ପରିବାର ବର୍ଗ ସହାୟତାରେ…
Read More...

ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ପଣ୍ଡିତ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଜବୋରାସମ୍ବର ଆନୁକୂଲ୍ୟରେ ଏକ ତ୍ରିଦିବାସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଦ୍ୱୟର…
Read More...