Browsing Tag

padampur news

କ୍ଷୀରସାଗର ସାହୁ ହେଲେ ଜଗଦଲପୁର ବିଜେପି ମଣ୍ଡଳ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜଗଦଲପୁର ବିଜେପିର ମଣ୍ଡଳ ସଭାପତି ଭାବେ କ୍ଷୀରସାଗର ସାହୁ ମନୋନୀତ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନ ଭିତ୍ତିରେ ଓଡ଼ିଶାର ପ୍ରତ୍ୟେକ ମଣ୍ଡଳର ସଭାପତି ଚୟନ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ…
Read More...

ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ୱିତୀୟ ଦିନରେ ପହଞ୍ଚିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର । ଏହି ତାଲିମ ଶିବିର ପ୍ରତ୍ୟେହ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟ ଦିନରେ ଆତ୍ମ ସୁରକ୍ଷା ତାଲିମ…
Read More...

ଦହିତା ମଣ୍ତଳ ସଭାପତି ଭାବେ ଜନକ ସାହୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦହିତା ବିଜେପି ମଣ୍ଡଳ ସଭାପତି ରୂପେ ଜନକ ସାହୁଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଗୋବର୍ଦ୍ଧନ ଭୁଏଙ୍କ ଅନୁମୋଦନ କ୍ରମେ ଦହିତା ମଣ୍ଡଳ ସଭାପତି ରୂପେ ମନୋନୀତ କରାଯାଇଛି । ଜନକ ସାହୁ ପୂର୍ବରୁ…
Read More...

ଟୁନା ଦଣ୍ଡସେନା ବିଜେପି ଲଖମରା ମଣ୍ଡଳ ସଭାପତି ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳିର ପାଇକମାଲ ବ୍ଲକ ଲଖମରା ମଣ୍ତଳ ଭାରତୀୟ ଜନତା ପାର୍ଟି ଟୁନା ଦଣ୍ଡସେନା ମଣ୍ଡଳ ସଭାପତି ରୂପେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ୨୦୧୬ ମସିହାରେ ଯୁବମୋର୍ଚ୍ଚା ସଭାପତିରେ ନିଯୁକ୍ତି ହୋଇ ଲଖମରା ଅଞ୍ଚଳର ଜନ ସାଧାରଣଙ୍କ ବହୁ…
Read More...

ପ୍ରଶାସନର ଉଦାସୀନତା ଦିବ୍ୟାଙ୍ଗ ନୀଳିମା ପଟେଲଙ୍କୁ କେବେ ମିଳିବ ସରକାରୀ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ପଞ୍ଚାୟତ ଜାମୁରପାଲି ଗ୍ରାମର ୧୯ ବର୍ଷ ବୟସ୍କା ଦିବ୍ୟାଙ୍ଗ ନିଳୀମା ପଟେଲ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ନିଳୀମା ପଟେଲ ୨୦୨୦ ମସିହା ପୂର୍ବରୁ ଦିବ୍ୟାଙ୍ଗ ଭତ୍ତା ସହ ରାସନ ସାମଗ୍ରୀ ପାଉଥିଲେ ।…
Read More...

ତ୍ରିଦିବସୀୟ ପ୍ରଗତି ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚାଲିଥିବା ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ…
Read More...

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଇଓ ଚୁଡ଼ାମଣି ବାରିକ ଓ…
Read More...

ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟାପିକା ମଧୁସ୍ମିତା ପ୍ରଧାନଙ୍କ ଦାୟିତ୍ୱରେ…
Read More...

କଳାକାରଙ୍କୁ ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡାମାଲ ପଂଚାୟତ ଭେଲୁଆପଦର ଗ୍ରାମର ସହଦେବ ସାହୁଙ୍କୁ ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉପଢୌକନ ଦେଇ ନିଜ ପାଇକମାଲ ସ୍ଥିତ ବାସ ଭବନରେ ସମ୍ମାନିତ କରିଥିଲେ । ଶ୍ରୀ ସାହୁ ଅନେକ ମଞ୍ଚରେ କଂସ, ରାବଣ ଓ ମୁରାସୁର ଭୂମିକାରେ…
Read More...

ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ସିଆରସିସି ମାଲେମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକରେ ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ପାଇକମାଲ ବ୍ଲକ ପରିସରରେ ଥିବା ସିଆରସିସି ମାଲେମାଲ ହେଉଛନ୍ତି । ପାଚିକା ସହାୟିକଙ୍କ ତାଲିମ ସମୟରେ ଅପ୍ରେନ୍‌ ପିନ୍ଧି ଆସିବାକୁ ଗୋଷ୍ଠୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହାର…
Read More...