Browsing Tag

padampur news

ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ

୦୫ ଉଇକେଟରେ ପାଇକମାଳକୁ ପରାସ୍ତ କରି ଭଟଲି ଦଳ ଚାମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ଓ ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘ ଆନୁକୂଲ୍ୟରେ ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ ହୋଇଯାଇଛି ।
Read More...

ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ଗତ ରବିବାର ଦିନ
Read More...

ଭକ୍ତି ଓ ଶକ୍ତିର ପ୍ରତୀକ ଶ୍ୟାମା ଜ୍ୟୋତି ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ଠାରେ କାଳୀପୂଜା ଉପଲକ୍ଷେ ଦୀର୍ଘ ୫ ଦିନଧରି ଚାଲିଥିବା ଶ୍ୟାମା ଜ୍ୟୋତି ମହୋତ୍ସବ ୨୦୨୪ ଉଦ୍‌ଯାପିତ ହୋଇଯାଇଛି । ମାଁ ସମଲେଶ୍ୱରୀ କଳା ପରିଷଦ ଚିଚିଣ୍ଡାର କଳାକାରମାନେ ଜଳନ୍ଧର ଦରବାର ଅଭିନୟ କରିଥିବା ବେଳେ ଜିଲ୍ଲା
Read More...

ବରିହାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜପ ରଣାଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ବରଗଡ ସାଂସଦ ପ୍ରଦୀପ ପୁରୋହିତ
Read More...

ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ, ସାରା ଦୁନିଆ ତମକୁ ସବୁଦିନ ପାଇଁ ମନେ ରଖିବ । ଆଉ ତମେ ଜନ ମାନସରେ ଅମର ହୋଇଯିବ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି
Read More...

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଭଟଲି ଓ ପାଇକମାଲ ଫାଇନାଲରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଦ୍ଵିତୀୟ ଦିନରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି
Read More...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବରିହାପାଲି ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀରେ ଯୋଗଦେବା ପାଇଁ ଆସିଥିବା ଅବସରରେ ପଦ୍ମପୁର ଡାକବଙ୍ଗଳା ଠାରେ ତାଙ୍କର କିଛି ସମୟର ରହଣୀ କାଳରେ ଅନେକ ସଂଘ ଓ ବ୍ୟକ୍ତିବିଶେଷ ତାଙ୍କୁ ଦେଖାକରି ନିଜ
Read More...

ମାଁ ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୂଜାନୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁଗଳି ଛକ ସ୍ଥିତ ମାଁ ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହାସମାରୋହରେ ମାଁ କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ରୁ କଳସ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମା'ଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି । ଗତ କାଲି
Read More...

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲାରେ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ ଠାରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ
Read More...

ପଦ୍ମପୁରରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାନପଡା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣର କାଳୀ ମଣ୍ଡପରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଗତ ୩୧ ଅକ୍ଟୋବର ସନ୍ଧ୍ୟାରେ ମା'ଙ୍କ ଅଧିବାସ ଅବସରରେ ଖଣ୍ଡଧୁଆ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି
Read More...