ପଦ୍ମପୁର ବନବିଭାଗକୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇରକାଠ ସହ ପିକଅପ୍ ଭ୍ୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇରକାଠ ସହ ପିକଅପ୍ ଭ୍ୟାନ (ଓଆର୍ ୧୭ ଏଫ୍ ୭୩୨୦)କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଜବତ କାଠର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ!-->…
Read More...
Read More...