Browsing Tag

odapada news

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ କଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ବ୍ୟକ୍ତି ଜଣଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କର ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରେ ରେଳବାଇ ପୁଲିସ
Read More...

ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଜଣ

ଓଡାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ନାଧରା ରାମଚଣ୍ଡୀ ପୀଠ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଭୋଜି କରିବାକୁ ଯାଇଥିବା ଏକ କମ୍ପାନୀର କର୍ମଚାରୀମାନେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ନଦୀକୁଳିଆ ଲୋକେ ସେମାନଙ୍କୁ
Read More...

ଜଳିଗଲା ଚିପ୍ସ ବୋଝେଇ ହାଇୱା : ଅଳ୍ପକେ ବର୍ତ୍ତିଲେ ଚାଳକ

ଓଡ଼ାପଡ଼ା : ଆଜି ସକାଳ ୯ଟା ୩୦ମିନିଟ ସମୟରେ ୫୫ନଂ ଜାତୀୟ ରାଜପଥ ବଣିଆପଡା ରାସ୍ତାରେ ଏକ ଓଡ଼ି ଠ୬ ଏ ୩ଠ୮୬ ନମ୍ବର ବିଶିଷ୍ଟ ହାୱାଇ ଟ୍ରକ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ହାଇୱା
Read More...