Browsing Tag

nuapada news

କ୍ଲଷ୍ଟର ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ସ୍ଥିତ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ କ୍ଲଷ୍ଟର ସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଉଦ୍‌ଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ
Read More...

ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବାଗବାହାଲଠାରେ ବସୁଧା ଯୋଜନାରେ ୧ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଟାଙ୍କି ସ୍ଥାପନ ହୋଇଛି । ଏହି ଟାଙ୍କି ଦେଇ ଖଇରା, ବାଗବାହାଲ, ସୁନାପୁର, ବାଞ୍ଜିବାହାଲ, କେଶରାଜପୁର ଆଦି ଗାଁକୁ ପାଇପ ଯୋଗେ ଜଳ
Read More...

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆଳିଆଗଦା : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ସରକାର ସ୍ୱଚ୍ଛ ଭାରତ ଦ୍ଵାରା ଭାରତକୁ ଏକ ସରସ ସୁନ୍ଦର ଭାବେ ଗଢିବାକୁ ପ୍ରୟାସ କରୁଥିବା ବେଳେ କିଛି ଅସାଧୁ ପ୍ରକୃତି ଲୋକଙ୍କ ଦ୍ଵାରା ପରିବେଶ ଦୂଷିତ ଓ ସ୍ଵଚ୍ଛ ରହିବାରେ ସମସ୍ୟା ଉପୁଜୁ ଥିବା ଦେଖା ଦେଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ
Read More...

ମମିତା ମେହେର ହତ୍ୟା ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ, ଗୃହରାଷ୍ଟ୍ର
Read More...

ବୋଡେନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ, ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଚ୍ଛତା
Read More...

ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘର ଜରୁରୀ ବୈଠକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘ ତରଫରୁ ଏକ ଜରୁରୀ ବୈଠକ, ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଟେଣ୍ଡକାରୀ ସଭାପତିତ୍ୱ କରିଥିବା ବେଳେ ସଭାରେ ଭାଷ୍କର ମିଶ୍ର ବୈଠକର ଉଦ୍ଧେଶ୍ୟ
Read More...

ଖଡ଼ିଆଳ ଅଗ୍ନିଶମ ବାହିନୀ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀମାନେ ଦୁର୍ନୀତି ସମାଜରୁ ଦୂର କରିବା ସହ ସଚ୍ଚୋଟ ରହିବାକୁ ଶପଥ ନେଇଥିଲେ । ଖଡ଼ିଆଳ ଦମକଳ କେନ୍ଦ୍ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ
Read More...

କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା, (ନିରାକାର ମେହେର) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କଠାରୁ ଷାଠିଏ ବୋତଲ କୋରେକ୍ସ କଫ୍‌ ସିରପ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖଡ଼ିଆଳ ଓ ସିନାପାଲି ଅବକାରୀ
Read More...

ଅଜଣା ରୋଗରେ ଶଯ୍ୟାଶାୟୀ ଗଙ୍ଗାବାଳି : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆପଡା, (ନିରାକାର ମେହେର) : ମୁଁ ବଂଚିବାକୁ ଚାହେଁ ବୋଲି ହାତ ଜୋଡି କରୁଣ ନିବେଦନ କରୁଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡାର ଗଙ୍ଗାବାଳି ମାଝି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସ୍ତ୍ରୀକୁ ସୁସ୍ଥ କରିବା
Read More...

ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିର ନୂତନ
Read More...