Browsing Tag

nuapada news

ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ତିନିଟି ହାଇୱା ସହ ଦୁଇ ଟ୍ରାକ୍ଟର ଜବତ

ନୂଆପଡା, (ନରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କ ଦ୍ଵାରା ଆଜି ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ଚଢାଉ କରିଥିବା ଜଣାପଡିଛି । ସୂଚନା ମତେ ଘଟଣା ସ୍ଥଳରୁ ୩ ଗୋଟି ହାଇୱା ସହ ଦୁଇ ଗୋଟି ଟ୍ରାକ୍ଟର ଜବତ କରିଥିଲେ । ଖଡ଼ିଆଳ ଥାନାରେ ସମସ୍ତ ଗାଡି ଅଟକ ରହିଛି ।
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ୧୧ଟି ହାତୀ ପଲ ବ୍ୟାପକ ଧାନ ଫସଳ ନଷ୍ଟ କରିଛନ୍ତି । ବିଶେଷ କରି କୋମନା, କରାମହୁଲ ଆଦି ଗାଁର ଅନେକ ଚାଷୀଙ୍କ ଅମଳକ୍ଷମ ଧାନକୁ ହାତୀ ଖାଇ ଦେଇଥିବା ବେଳେ ଦଳିଚକଟି ମାଡି ଦେଇଛନ୍ତି । ଅନେକ ଚାଷୀଙ୍କ ଜମିର ଧାନ ଖଳାରେ ଥିବା
Read More...

ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତ

ନୂଆପଡା, (ନିରାକାର ମେହେର) : ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦିବ୍ୟ ଶଙ୍କର ମିଶ୍ର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନୂଆପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ଓ
Read More...

ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ମହିଳାଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ ନେଇ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଗ୍ରେସନ ଭବନଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶ ଗ୍ରହଣ ଏବଂ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଷ୍ପାଞ୍ଜଳି ଗୋଆଲ, ବେଳମତି ମାଝୀ, ଅମ୍ବିକା ମାଝୀ, ସରସ୍ୱତୀ
Read More...

ବେକରେ ଶାଢୀ ଲଗାଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା : ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ କିରିକିଟା ପଞ୍ଚାୟତ ସୁନାରୀସିକୁଆ ଗ୍ରାମର ଜଣେ ବିବାହିତା ମହିଳା ଘର ଭିତରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣକ କୁମଦିନି ଶବର (୨୮) ବୋଲି ଜଣାପଡିଛି ।
Read More...

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା ।
Read More...

ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ମୃତ୍ୟୁ ଘଟଣା : ୩ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ପୁଟେଲ ମୃତ ଦେହ ନିକଟ ବୁଦ୍ଧିଆ ଜଙ୍ଗଲରୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ କରି ପୋଲିସ ସେହି ଗାଁର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ନୂଆପଡା ଜିଲ୍ଲା କଂଗ୍ରେସ । ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ ମାଧ୍ୟମରେ
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର କୋମନା ବ୍ଲକ ଆଗ୍ରେନ ଗାଁ ନିକଟ ଛତା ସଂରକ୍ଷିତ ଜଙ୍ଗଲରେ ଗତ ୪ ଦିନ ହେଲା ୧୧ଟି ହାତୀ ଦଳ ଅଛନ୍ତି । ରାତିରେ ଆଗ୍ରେନ ଗାଁର ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅମଳକ୍ଷମ ଧାନକୁ ଖାଇ ଦଳିଚକଟି ଦେଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ
Read More...

ସ୍ଥାୟୀ ଠିକଣା ଖୋଜୁଛି ସିନାପାଲି ଡେଲି ମାର୍କେଟ : ବାରମ୍ବାର ହେଉଛି ସ୍ଥାନ ପରିବର୍ତ୍ତନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଚାଲୁଥିବା ଡେଲି ମାର୍କେଟ ଏବେ ସ୍ଥାୟୀ ଠିକଣା ଖୋଜୁଛି । ବାରମ୍ବାର ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ଏଠାରେ ବର୍ଷେ ଆଉ ଏକ ଅନ୍ୟ ସ୍ଥାନରେ ବର୍ଷେ ଏମିତି ଚାଳିଛି । ଯାହା ଫଳରେ ସିନାପାଲି ଡେଲି ମାର୍କେଟ ପରିଚୟ ହଜାଇ
Read More...