Browsing Tag

nuapada news

ଜୟ ବୁଢ଼ାରଜା କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଭେଳା ଡ଼.କାଟ୍ ଜୁ ହାଇସ୍କୁଲ ଖେଳ ପଡିଆ ଠାରେ ଶୁକ୍ରବାର ବୁଢ଼ାରଜା କ୍ରିକେଟ୍ ଟୁର୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭେଳା ଗ୍ରାମ
Read More...

କୋମନା ଜୋନ୍ ନଂ.୨ରେ ବିଜେଡିର ମାରାଥନ୍ ପ୍ରଚାର

ନୂଆପଡ଼ା, (ନିରାକାର ମେହେର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ନୂଆପଡା ରାଜନୀତି । ଗାଁ ମୁହାଁ ହେଲେଣି ତିନି ପ୍ରମୁଖ ଦଳ । କଳେ ବଳେ କୈାଶଳେ ଆସନ ହାତେଇବା ପାଇଁ ଚାଲିଛି କସରତ । ନିର୍ବାଚନୀ ମାହୋଲରେ ଘଡିକେ ଘୋଡା ଛୁଟୁଥିବା ବେଳେ କୋମନା ଜୋନ୍ ନଂ-୨ରେ ପ୍ରବଳ
Read More...

ଗିରଫ ହେଲେ ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ

ନୂଆପଡ଼ା, (ନିରାକାର ମେହେର) : ଗିରଫ ହୋଇଛନ୍ତି ନୂଆପଡ଼ାର କୋଟିପତି ଏସିଏସ୍‌ଓ ରତ୍ନାକର ସେଠୀ । ଏସିଏସ୍‌ଓ ଶ୍ରୀ ସେଠୀଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଚଢାଉ ସମୟରେ ସାଢ଼େ ୬ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ମିଳିଥିଲା ।
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭିଜଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ବିଭିନ୍ନ ସ୍ଥାନମାନଙ୍କରେ ଆୟ ବହିର୍ଭୁତ ସମ୍ପତ୍ତି
Read More...

ରବିଶଙ୍କର ବିଶ୍ୱବିଦ୍ୟାଳୟରେ ବିଏଡ ଟପ୍ପର ହେଲେ ନୂଆପଡାର ଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଧାକୃଷ୍ଣପଡାର ସ୍ୱୟଂପ୍ରଭା ପତି ରାୟପୁର ସ୍ଥିତ ରବିଶଙ୍କର ବିଶ୍ୱ ବିଦ୍ୟାଳୟରେ ବିଏଡ ପରୀକ୍ଷାରେ ୧୭୦୦ରୁ ୧୪୮୦ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି । ସେ ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ
Read More...

କେବେ ସମ୍ପୂର୍ଣ୍ଣ ହେବ ଅଧା ଗଢ଼ା ପୋଲ

ନୂଆପଡ଼ା, (ନିରାକାର ମେହେର) : ସରକାରଙ୍କ କହିବା ଅନୁଯାଇ ସବୁ ଗାଁକୁ ରାସ୍ତା ହେବ । କେହି ଯାତାୟାତରେ ଅସୁବିଧା ଭୋଗ କରିବେନାହିିଁ । କିନ୍ତୁ ବାସ୍ତବ ଚିତ୍ର ଓଲଟା । ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେମିତି ସମସ୍ୟାକୁ ନେଇ ଗତି କରୁଛି ଖଡ଼ିଆଳ । ସୂଚନା ଅନୁସାରେ
Read More...

ସିନାପାଲି ବ୍ଲକରେ ଭୋଟ ପ୍ରଚାର ଆରମ୍ଭ, ଭୋଟ ଭିକ୍ଷା ମାଗୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆଶା ଜୈନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ, ସମିସି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ପ୍ରଚାର ଆରମ୍ଭ କରିଛନ୍ତି । ଗାଁ ଗାଁ ବୁଲି ନିଜ
Read More...

ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ : ବରପଦରକୁ ହରାଇ ଜୟବାହାଲ ଚାମ୍ପିଅନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଲପଡା ମା'ଠାକୁରାଣୀ ଖେଳ ପଡିଆଠାରେ ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଖେଳ ଜୟବାହାଲ ଦଳ ଓ ବରପଦର ଦଳ ମଧ୍ୟରେ ହୋଇଥିବା ବେଳେ ଜୟବାହାଲ ଦଳ
Read More...

ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଦିଲ୍ଲୀ ଦରବାରରେ ସ୍ଥାନ ପାଇଲେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ସ୍ଥାନ ପାଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଯୋଶୀ ୧୯୧୩ ଅକ୍ଟୋବର ୧୦ରେ
Read More...

ପଞ୍ଚାୟତ ଇଲେକ୍ସନ : ସଂଗୀତ କଳାକାରଙ୍କ ପାଇଁ ଖୁସି ଆଣିଦେଲା ନିର୍ବାଚନ, ଦୁଲୁକୁଛି ଷ୍ଟୁଡିଓ

ନୂଆପଡା, (ନିରାକାର ମେହେର) : କରୋନା ମହାମାରୀର କରାଳ ରୂପରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଯାତ୍ରା କଳାକାର, ମଞ୍ଚ କଳାକାର, ଗୀତିକାର, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ବେଶ୍‌ ପ୍ରଭାବିତ ହୋଇଛନ୍ତି । କାରଣ ଯାତ୍ରା ପରିବେଷଣ, ଷ୍ଟୁଡିଓରେ ଗୀତ ରେକଡିଂ ସବୁ ବନ୍ଦ ଥିଲା । ଏବେ
Read More...