Browsing Tag

nuapada news

ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମରେ ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଗ୍ରାମର ପରମେଶ୍ବର ବାଗ ତାଙ୍କ ଝିଅର କୁମାରୀ ବ୍ରତ ଅନୁଷ୍ଠିତ କରିଥିଲେ ତା ସାଂଗକୁ ତାଙ୍କର ବଂଧୁ
Read More...

ହିତାଧିକାରୀଙ୍କ ଚାଉଳ ହଡପ୍ ଘଟଣା : ଚପାଇ ଦେବାକୁ ଉଦ୍ୟମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ଚାଉଳ ହଡପ୍ କରିଥିବା ବେଳେ ହିତାଧିକାରୀଙ୍କୁ କିଲୋ ପିଛା ୧୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତ ଗୋଦାମ ଗୃହରେ ଚାଉଳ ନରଖି ଗାଁ ଗାଁର ଆବାସ ଗୃହରେ ଚାଉଳ ରଖିଥିବା
Read More...

ସିନାପାଲିରେ ଚାଉଳ ମହାଘୋଟାଲା ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ମହାଘୋଟାଲା ହୋଇଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ପ୍ରିୟ ରଂଜନ ମେହେର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ
Read More...

ଚାକିରି କରାଇ ଦେବା ନାଁରେ ୮୦ ହଜାର ଟଙ୍କା ଠକେଇର ଶିକାର ହେଲେ ୨ ଯୁବତୀ

ନୂଆପଡା, (ନିରାକାର ମେହେର) : ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତର୍ଗତ ସରଧାପୁର ପଂଚାୟତର ଢକସର ଗ୍ରାମରେ । ଏହି ଗ୍ରାମର ଦୁଇ ଯୁବତୀଙ୍କ ଠାରୁ ଚାକିରି କରାଇ ଦେବା ବାହାନାରେ ୮୦ ହଜାର ଟଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ୮/୩/୨୨ରେ ଜୟନ୍ତୀ ତାଣ୍ତି
Read More...

ଆଦିବାସୀ ଛାତ୍ରୀ ନିବାସ ପାଲଟିଛି ଭୂତକୋଠି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମଠାରେ ୨୦୧୨-୧୩ ମସିହାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇଥିବା ବେଳେ ଆଜିକୁ ୧୦/୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ଏଠି ନ ଥିବାରୁ ଏହା ଭୂତକୋଠି ଓ ମଦୁଆ ମାନଙ୍କ
Read More...

ଚାଇଲ୍ଡଲାଇନ ତରଫରୁ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଚାଇଲ୍ଡଲାଇନ ମାଧ୍ୟମରେ ନୂଆପଡା ବ୍ଲକ ସ୍ଥିତ କୋଦୋମେରି ନେତାଜୀ ସରକାରୀ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ମମତା ପୁଞ୍ଜିଙ୍କ ଅଧକ୍ଷତାରେ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ମମତା ପୁଞ୍ଜି, ଚାଇଲ୍ଡଲାଇନର
Read More...

ନୂଆପଡା ଜିଲ୍ଲା ନେସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଉଦ୍‌ଘାଟନ କରିଥିବା ବେଳେ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି
Read More...

ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲିର ୧୪ତମ ବାର୍ଷିକ ଉତ୍ସବରେ ବିଧାୟକଙ୍କ ଯୋଗଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଯେତେ ଗୋଟି ପବ୍ଲିକ ସ୍କୁଲ ରହିଛି ସେହି ପବ୍ଲିକ ସ୍କୁଲମାନଙ୍କ ମଧ୍ୟରୁ ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲି ହେଉଛି ଅନ୍ୟତମ । ଏହି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠପଢା, ନାଚଗୀତ, ନାଟକ, ନୃତ୍ୟ ପରିବେଷଣ ବାର୍ଷିକ ଉତ୍ସବ, ସଭା
Read More...

ଶୋଇଥିବା ବେଳେ ମା’ ଓ ଝିଅକୁ ଚୋଟ ମାରିଲା ସାପ : ଡାକ୍ତରଖାନା ଯିବା ବାଟରେ ଉଭୟଙ୍କ ଚାଲିଗଲା ଜୀବନ

ନୂଆପଡା, (ନିରାକାର ମେହେର) : ବିଷଧର ସାପ କାମୁଡାରେ ଗଲା ୨ଟି ଜୀବନ । ରାତିରେ ଖାଇପିଇ ଶୋଇଥିବା ବେଳେ ମା ଓ ଝିଅକୁ ଦଂଶିଲା ସାପ । ପ୍ରଥମେ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା
Read More...

ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଆଧାରିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ
Read More...